ଓଡିଶା

ବୁଲା ଗୋରୁ ଗାଈ ଏବଂଛେଳି ପାଇଁ ବଢ଼ୁଛି ଦୁର୍ଘଟଣା

(ତାରାକାନ୍ତ ନାୟକ/ସାଲେପୁର): କଟକ ଜିଲ୍ଲା ସାଲେପୁର ସହରର ସାଲେପୁର ବଜାର,ମାଛୁଆତିଛକ, କଲେଜରୋଡ଼,ଥାନାଛକ,କୁଆଁପାଳଛକ ଠାରୁ ବେଙ୍ଗସାହୁ କଲୋନୀ ପର୍ୟ୍ୟନ୍ତ ସ୍ଥାନୀୟ ଲୋକମାନେ ଗାଈ,ଛେଳି, ମେଣ୍ଢା କୁ ଘରେ ବାନ୍ଧିକି ନରଖି ଖୋଲିକି ଛାଡ଼ିଦେବାରୁ ବଜାର,ଏବଂ ରାସ୍ତା ଉପରକୁ ପଳାଇ ଆସୁଛନ୍ତି।କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତା ହୋଇଥିବାରୁ ଏହି ରାସ୍ତା ଦେଇ ପ୍ରତିଦିନ ଛୋଟ ବଡ ହଜାର ହଜାର ଗାଡି ମୋଟର ଯିବା ଆସିବା କରୁଛନ୍ତି। ଏହି ବୁଲା ପଶୁ ମାନଙ୍କ ପାଇଁ ପ୍ରତ୍ୟକ ଦିନ ଛୋଟ ବଡ ଦୁର୍ଘଟଣା ମାନ ଘଟୁଛି।ଧନ ଜୀବନ ମଧ୍ୟ କ୍ଷତି ହେଉଛି ଏହିବୁଲା ପଶୁ ଙ୍କୁ ରାସ୍ତା,ବଜାରରୁ ହଟାଇବା ଏବଂ ଏହି ପଶୁ ମାନଙ୍କୁ ଯେଉଁ ମାନେ ପେପରୁଆ ଭାବରେ ଛାଡ଼ୁଛନ୍ତି ତାଙ୍କ ପ୍ରତି ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣ ରେ ଦାବି ହେଉଛି ।

Related posts

ଢ଼େଙ୍କାନାଳରେ ପୁଣି ଏକ ଦନ୍ତାହାତୀର ମୃ..

mahabharatanews

ମା’ ସମଲେଶ୍ୱରୀ ମନ୍ଦିରକୁ ମାଦକ ଦ୍ରବ୍ୟ ନେଇ ଗଲେ ୫୦୦ଟଙ୍କା ଜରିମାନା

mahabharatanews

ବର୍ଷର ଆଜି ଶେଷ ଚନ୍ଦ୍ରଗ୍ରହଣ

mahabharatanews