(ଗୋପ/ ଜୟନ୍ତ ପ୍ରଧାନ): ଅଣସରରେ ଥିବା ମହାପ୍ରଭୁ ସୁସ୍ଥ ହୋଇ ଛନ୍ତି। ନବ ଯୌବନ ଦର୍ଶନ ଦେଇଛନ୍ତି ମହାପ୍ରଭୁ। ତେବେ କରୋନା କଟକଣା ହେତୁ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ବନ୍ଦ ରହିଛି। ଏଣୁ ପତିତପାବନଙ୍କୁ ଭକ୍ତ ସିଂହ ଦ୍ୱାର ନିକଟରେ ଦର୍ଶନ କରିଛନ୍ତି। ମହାପ୍ରଭୁ ଙ୍କୁ ମୁଣ୍ଡିଆ ମାରି ଭକ୍ତ ଅପାର ଆନନ୍ଦ ଲାଭ କରିଛି।
previous post
next post