ଓଡିଶା

ଆନ୍ତର୍ଜାତୀୟ ଯୋଗ ଦିବସ ପାଳିଲେ ବରଗଡବାସୀ

(ବଲାଙ୍ଗୀର /ମଧୂସୁଦନ ବହିଦାର): ଆଜି ହେଉଛି ଆନ୍ତର୍ଜାତୀୟ ଯୋଗ ଦିବସ। ପ୍ରତିବର୍ଷ ଆଜିର ଦିନକୁ ଯୋଗଦିବସ ଭାବେ ପାଳନ କରାଯାଏ। ଚଳିତ ବର୍ଷ କରୋନା ମହାମାରୀ ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି। ଏହି ମହାମାରୀ ଅନେକ ମୁଣ୍ଡ ନେଲାଣି। ସାରା ବିଶ୍ୱ ବର୍ତ୍ତମାନ ଆତଙ୍କିତ ଅବସ୍ଥାରେ ଅଛି। ଯେତେ ସମ୍ଭବ ସମାଜିକ ଦୂରତା ରକ୍ଷା କରି ଘରେ ଘରେ ଯୋଗଦିବସ ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି। ଏମିତି ଏକ ସଙ୍କଟ ସମୟରେ ଯୋଗର ଆବଶ୍ୟକ ରହିଛି। କରୋନାକୁ ହରାଇବା ପାଇଁ ଯୋଗ ନିହାତି ଜରୁରୀ। ଯୋଗଭ୍ୟାସ ଦ୍ୱାରା ଆମ ଶରୀରରେ କମ୍ୟୁନିଟି କ୍ଷମତା ବଢିଥାଏ। ଯୋଗଦ୍ୱାରା ପରିବାରରେ ଉର୍ଜା ସଞ୍ଚାର ହେଇଥାଏ ଓ ଏହା ସହ ଆମକୁ ମାନସିକ ଶାନ୍ତି ମିଳିଥାଏ ବୋଲି କହିଛନ୍ତି ଯୋଗଗୁରୁ।

Related posts

ଭୋଡାଫୋନ୍-ଆଇଡିଆର ନୁତନ ନାମ: ‘ଭିଆଇ’

mahabharatanews

ସାବଧାନ! କଟନୀ ଛଟନୀ କଲେ ହେବ କାର୍ଯ୍ୟାନୁଷ୍ଠାନ

mahabharatanews

ପ୍ରବାସୀ ଓଡିଆଙ୍କ ରିପୋର୍ଟ ନେଗେଟିଭ ଆସିଲେ ସେମାନଙ୍କୁ ଆଣିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

mahabharatanews