ଓଡିଶା

କରୋନ କଟକଣାକୁ ନମାନି ତଣ୍ଡ ଗଣିଲେ ୩ ଶୋ ରୁମ୍

(ଆଦର୍ଶ ରାଉତ): ଭୁବନେଶ୍ୱରରେ ସ୍ଥାନୀୟ ସଂକ୍ରମଣ ଦିନକୁ ଦିନ ବଢ଼ୁଥିବାରୁ ବିଏମ୍‌ସିକୁ ଚିନ୍ତା ଘାରିଛି। ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବା ଉପର ଗୁରୁତ୍ୱାରୋପ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି ବିଏମ୍‌ସି।ସାମାଜିକ ଦୂରତ୍ୱ ନ ମାନିବା ଓ ମାସ୍କ ପିନ୍ଧି ନ ଥିବାରୁ ଅଶୋକ ନଗରରେ ଥିବା ଶ୍ରୀଲେଦର୍ସ, ମ୍ୟାକ୍ସ ସମେତ ୩ଟି ପ୍ରମୁଖ ଶୋ ରୁମରୁ ଜରିମାନା ଆଦାୟ କରାଯାଇଛି। ଚଢ଼ାଉ କରି ଜରିମାନା ଆଦାୟ କଲେ ଈଗଉ/ଈଊଇ ଜଏଣ୍ଟ ସ୍କ୍ୱାଡ୍। ଏହାବ୍ୟତୀତ ଖଣ୍ଡଗିରି ଅଞ୍ଚଳରେ ବେଆଇନ ଭାବେ ଖୋଲିଥିବା ଏକ ଜିମ୍‌କୁ ମଧ୍ୟ ସିଲ୍ କରାଗଲା।
ସାମାଜିକ ଦୂରତ୍ୱ ନ ମାନିବା ଓ ମାସ୍କ ପିନ୍ଧି ନ ଥିବାରୁ ଅଶୋକ ନଗରରେ ଥିବା ଶ୍ରୀଲେଦର୍ସ, ମ୍ୟାକ୍ସ ସମେତ ୩ଟି ପ୍ରମୁଖ ଶୋ ରୁମରୁ ଜରିମାନା ଆଦାୟ କରାଯାଇଛି। ଚଢ଼ାଉ କରି ଜରିମାନା ଆଦାୟ କଲେ ଈଗଉ/ଈଊଇ ଜଏଣ୍ଟ ସ୍କ୍ୱାଡ୍। ଏହାବ୍ୟତୀତ ଖଣ୍ଡଗିରି ଅଞ୍ଚଳରେ ବେଆଇନ ଭାବେ ଖୋଲିଥିବା ଏକ ଜିମ୍‌କୁ ମଧ୍ୟ ସିଲ୍ କରାଗଲା।

Related posts

ଗରମରୁ ତ୍ରାହି; ବିଭିନ୍ନ ଜିଲ୍ଲାରେ କାଳବୈଶୀଖିଜନିତ ବର୍ଷା ସମ୍ଭାବନା 

mahabharatanews

ଓଡିଶାରେ କମିଵ ବର୍ଷା

mahabharatanews

ମ୍ୟାଲେରିଆରେ ଦ୍ବିତୀୟ ସ୍ଥାନରେ ଓଡ଼ିଶା

mahabharatanews