ଓଡିଶା

ଜନସାଧାରଣଙ୍କ ନିମନ୍ତେ ଲାଗିଲା ସାନିଟାଇଜର ମେସିନ

(ସୂର୍ଯ୍ୟକାନ୍ତ ବେହେରା / ମାଲକାନଗିରି): ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ଲାଗିଲା ସାନିଟାଇଜର ମେସିନ୍ କରୋନା ମହାମାରୀକୁ ଦୃଷ୍ଟିରେ ରଖି।କାର୍ୟ୍ୟାଳୟକୁ ଆସୁଥିବା ଜନସାଧାରଣ, କର୍ମଚାରୀ ତଥା ଅଧିକାରୀ କାର୍ୟ୍ୟାଳୟ ଭିତରେ ପ୍ରବେଶ କରିବା ପୂର୍ବରୁ ସାନିଟାଇଜର ବ୍ୟବହାର କରି ଭିତରେ ପ୍ରବେଶ କରିବେ । ବିଡ଼ିଓ ଉମାସଙ୍କର ଦଳେଇ ଓ ବ୍ଲକ ଅଧ୍ୟକ୍ଷ ମାଲା ମାଢ଼ିଙ୍କ ପ୍ରୟାସରେ ହୋଇଥିବା ଏହି ବ୍ୟବସ୍ଥାକୁ ସାଧାରଣରେ ପ୍ରଶଂସା କରାଯାଇଛି । ଏହିଭଳି ପ୍ରତ୍ୟକ ପଞ୍ଚାୟତ କାର୍ୟ୍ୟାଳୟ ଗୁଡିକରେ ବ୍ୟବସ୍ତା ହେବା ଆବଶ୍ୟକ ବୋଲି ସାଧାରଣରେ ମଧ୍ୟ ଆଲୋଚନା ହେବାରେ ଦେଖିବାକୁ ମିଳିଥିଲା । ଯଦ୍ଵାର ସମସ୍ତ ପଂଚାୟତର ଲୋକମାନେ ମଧ୍ୟ ଉପକୃତ ହୋଇପାରନ୍ତେ । କୋରୁନା କବଳରୁ ନିଜକୁ ରକ୍ଷା କରିପରିବେ।

Related posts

ସରୋଜର ନାର୍କୋଟିକ ଟେଷ୍ଟ ପାଇଁ ପ୍ରସ୍ତୁତି

mahabharatanews

ବ୍ୟକ୍ତିଙ୍କ ଆଖିକୁ ଲଙ୍କାଗୁଣ୍ଡ ପକାଇ ଲୁଟ ଅଭିଯୋଗ

mahabharatanews

ଡଙ୍ଗାର ଇନ୍ସୁରାନ୍ସ ଏବଂ ଫିଟନେସ ଦେଖି ଚିଲିକା ଯାତ୍ରା କରନ୍ତୁ

mahabharatanews