Uncategorized

ପାକ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କୁରେସିଙ୍କୁ କରୋନା

ଇସଲାମାବାଦ: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କୁରେସି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ କୁରେସି ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ ତାଙ୍କ ଟ୍ୱିଟରେ ଉଲ୍ଲେଖ କରିଛନ୍ତି କି, ଶୁକ୍ରବାର ମଧ୍ୟାହ୍ନରେ ସେ ଅସୁସ୍ଥ ଅନୁଭବ କରିବାରୁ ସେ ନିଜକୁ ଆଇସୋଲେସନରେ ରଖିଥିଲେ । କରୋନା ଟେଷ୍ଟ କରାଯିବା ପରେ ରିପୋର୍ଟ ପଜିଟିଭ ଆସିଥିଲା। ଆହ୍ଲାଙ୍କ ପାଇଁ ସେ ସୁସ୍ଥ ଥିବା ଉଲ୍ଲେଖ କରିବା ସହ ଘରେ ଥିବା କହିଛନ୍ତି । ତେବେ ପୂର୍ବଭଳି ଘରୁ ସମସ୍ତ ସରକାରୀ କାମ କରିବେ କହିବା ସହ ଲୋକଙ୍କୁ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ କହିଛନ୍ତି ।

Related posts

ଇଟାଲୀ, ଦକ୍ଷିଣ କୋରିଆକୁ ଏୟାର ଇଣ୍ଡିଆ ବିମାନ ଉଡାଣ ବନ୍ଦ

mahabharatanews

ଜେଏନୟୁ କୁଳପତିଙ୍କ ଇସ୍ତଫା ଦେବା ଜରୁରୀ: ରମେଶ

mahabharatanews

ସିଏଏ: ସୁପ୍ରିମ କୋର୍ଟରେ କେନ୍ଦ୍ରର ସତ୍ୟପାଠ

mahabharatanews