ଅପରାଧ

ବେଆଇନ ପଥର ବୋଝେଇ ଟ୍ରକ ଜବତ

(ଜୟନ୍ତ କୁମାର ସେଠୀ/ଗୋପ): ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ଗୋଡିପୁଟ ମାଟିଆ ପଡା ଗ୍ରାମ ପଞ୍ଚାୟତରେ ଦିନକୁ ଦିନ ପଥର ମାଫିଆ ମାନେ ସକ୍ରିୟ ହୋଇ ପଡିଛନ୍ତି । କିଛି ଦିନ ତଳେ ଯମୁନା ଝାରପଡା ଗ୍ରାମ ପାଖରେ ବେଆଇନ ପଥର ଖନନ କରାଯାଉଛି ବୋଲି ବିଭିନ୍ନ ଖବର କାଗଜରେ ପ୍ରକାଶିତ ହୋଇଥିଲା । ଏହି ଖବର ପ୍ରକାଶିତ ହେବା ପରେ ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରିଆ ଅଚାନକ ଚଡାଉ କରିଥିଲେ । ଚଡାଉ ସମୟରେ ଏକ ବେଆଇନ ପଥର ଟ୍ରକକୁ ଜବତ କରିବା ସହ ୨୮ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାପଡିଛି ।

Related posts

ଶ୍ରେଣୀ କକ୍ଷରୁ ମିଳିଲା ନର୍ସିଂ ଛାତ୍ରୀଙ୍କ ମୃତଦେହ

mahabharatanews

୧୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୩ ଗିରଫ

mahabharatanews

ଭଉଣୀ ପାଇଁ ଭାଇ ସାଜିଲା ହତ୍ୟାକାରୀ

mahabharatanews