ଓଡିଶା

୧୩ ତାରିଖ ବନ୍ଦ ରହିବ ୟୁନିିଟ-୧ ମାର୍କେଟ

(ସରୋଜ କୁମାର ରାଉତ/ଭୁବନେଶ୍ୱର):  ଆସନ୍ତା ୧୩ ତାରିଖ ଦିନ ହେବାକୁ ଯାଉଥିବା ନିଟ୍ ପରୀକ୍ଷା ପାଇଁ ୟୁନିିଟ-୧ ମାର୍କେଟ ଦିନ୧୧ ଟାରୁ ମଧ୍ୟାହ୍ନ ୫ଟା ପର୍ଯ୍ୟନ୍ତ ବନ୍ଦ ରହିବ । ଏହି ପରୀକ୍ଷା ୧ ନଂ ସ୍ଥିତ ମଦର ପବ୍ଲିକ ସ୍କୁଲରେ ଅନୁଷ୍ଠିତ ହେଉଥିବାରୁ ୟୁନିଟ-୧ ଆଖପାଖ ଜନଗହଳିପୂର୍ଣ୍ଣ ସ୍ଥାନଗୁଡିକୁ ବନ୍ଦ କରିବାକୁ ବିଏମସି ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି ।

Related posts

୪୦ ଡିଗ୍ରୀ ଡେଇଁବ ପାରଦ

mahabharatanews

ବିରଳ ପକ୍ଷୀ ଉଦ୍ଧାର

mahabharatanews

ଗୁଡ଼ି ଉଡ଼ାବେଳେ ଟ୍ରେନ ଧକ୍କାରେ ଚାଲିଗଲା ନାବାଳକର ଜୀବନ 

mahabharatanews