Uncategorized

ନେପାଳରେ ୫.୪ ତୀବ୍ରତାରେ ଭୁକମ୍ପ ଝଟକା

(ନୁଆଦିଲ୍ଲୀ): ଭାରତର ପଡୋଶୀ ନେପାଳରେ ଆଜି ଭୋରରୁ ଭୁମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୁକମ୍ପର ତୀବ୍ରତା ୫.୪ ରେକର୍ଡ ହୋଇଛି । ଏହି ଭୁକମ୍ପ ସକାଳ ୫ଟା ୪ ମିନିଟରେ ଅନୁଭୁତ ହୋଇଥିଲା । ଭୁମିକମ୍ପ ଯୋଗୁଁ ନେପାଳ ସୀମାକୁ ଲାଗିଥିବା ବିହାରର ସହରସା, ପୂର୍ବ ଚମ୍ପାରଣ, ମୁଜାଫରପୁର ଅଞ୍ଚଳରେ ମଧ୍ୟ ପ୍ରଭାବିତ ହୋଇଛି । କାଠମାଣ୍ଡୁ ନିକଟ ୧୦ କିଲୋମିଟର ଭୂଭାଗରେ ଏହି ଭୁକମ୍ପ ଅନୁଭୂତ ହୋଇଛି । ସୂଚବାଯୋଗ୍ୟ, ନେପାଳ ବ୍ୟତୀତ ଭାରତର ବିଭିନ୍ନ ଜାଗାରେ ଗତ କିଛି ଦିନ ମଧ୍ୟରେ ଭୁମିକମ୍ପ ଅନୁଭୁତ ହୋଇଛି । ଦ

Related posts

ଡିଜିଟାଲ ରଥଯାତ୍ରା ଆୟୋଜନ କରିବ ଇସ୍କନ

mahabharatanews

ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ପୁଲିସର ଦମନଲୀଳାକୁ ସୁପ୍ରିମକୋର୍ଟଙ୍କ ନିନ୍ଦା

mahabharatanews

ଏୟାର ଇଣ୍ଡିଆ ବନ୍ଦ ହେବା ଖବର ମିଛ: ଲୋହାନୀ

mahabharatanews