ଓଡିଶା

ରାଜ୍ୟରେ ଆଜି ପୁଣି କରୋନା ନେଲା ୧୧ ମୁଣ୍ଡ

(ମହାଭାରତ/ଭୁବନେଶ୍ୱର): ଗତ ୨୪ ଘଣ୍ଟାରେ ଆଉ ୧୧ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୫୬ ରେ ପହଞ୍ଚିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି ।
ସୁଚନା ଯେ, ଆଜି ସମ୍ବଲପୁରରୁ ଏବଂ ପୁରୀରୁ ସର୍ବାଧକ ୩ ଜଣ, ଖୋର୍ଦ୍ଧାରୁ ୨ ଜଣ ଲେଖାଏ ଥିବା ବେଳେ କଳାହାଣ୍ଡି, ମୟୁରଭଞ୍ଜରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି ।

Related posts

ସ୍ୱାର୍ଥପର ବବି ! ଦଳ ନୁହେଁ, ତାଙ୍କ ପାଇଁ କ୍ଷମତା ବଡ଼

mahabharatanews

୨୦ଟି ନୂତନ ବସଷ୍ଟାଣ୍ଡ ଉଦଘାଟିତ

mahabharatanews

ଟଙ୍କା, ମୋବାଇଲ ଓ କାର ଜବତ କରିବା ସହ , ୩ ଲୁଟେରାଙ୍କୁ ଧରିଲେ ଆଇଆଇସି

mahabharatanews