ଓଡିଶା

ରାଜ୍ୟରେ ଆଉ ୧୬ ଜଣଙ୍କ କରୋନାରେ ମୃତ୍ୟୁ

(ଭୁବନେଶ୍ୱର/ମହାଭାରତ): ରାଜ୍ୟରେ ମଙ୍ଗଳବାର ଆଉ ୧୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖୟା ୯୪୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ତେବେ ଆଜି ଚିହ୍ନଟ ହୋଇଥିବା ମୃତକମାନଙ୍କ ମଧ୍ୟରୁ ବାଲେଶ୍ୱରରୁ ୪ ଜଣ, କଟକ ଓ ଖୋର୍ଦ୍ଧାରୁ ୨ ଜଣ ଲେଖାଏ ରହିଛନ୍ତି । ସେହିପରି ଅନୁଗୁଳ, ବୌଦ୍ଧ, ମୟୁରଭଞ୍ଜ, ନବରଙ୍ଗପୁର, ପୁରୀ, ନୟାଗଡ ଓ ସୋନପୁରରୁ ଜଣେ ଲେଖାଏ ରହିଛନ୍ତି ।

 

Related posts

ଯୌତୁକ ପାଇଁ ବଧୂହତ୍ୟା ଉଦ୍ୟମ

mahabharatanews

ଟିପ୍ପର ଧକ୍କାରେ ୩ ବାଇକ୍ ଆରୋହୀ ମୃତ

mahabharatanews

ସଟଡାଉନ ସମୟରେ ପୋଲିସ ଉପରକୁ ଢେଲାମାଡ

mahabharatanews