ଖେଳଦେଶ ବିଦେଶ

ରୋନାଲଡୋଙ୍କୁ ପଛରେ ପକାଇ ଇତିହାସ ରଚିଲେ ମେସି

ରୋନାଲଡୋଙ୍କୁ ପଛରେ ପକାଇ ଇତିହାସ ରଚିଲେ ମେସି । ବୁଧବାର ଦିନ ଖେଳାଯାଇଥିବା ଏକ ରୋମାଞ୍ଚକର ମ୍ୟାଚରେ ମେସି ନିଜ କ୍ୟାରିୟରର ୯୦୦ତମ ଗୋଲ୍ ସ୍କୋର କରି ଇତିହାସ ରଚିଛନ୍ତି । କ୍ରିଷ୍ଟିଆନୋ ରୋନାଲଡୋଙ୍କ ପରେ ଦ୍ୱିତୀୟ ପୁରୁଷ ଫୁଟବଲର ଭାବେ ସେ ଏହି ସଫଳତା ପାଇଛନ୍ତି । ତେବେ ସବୁଠୁ ବଡ଼ କଥା ହେଉଛି, ରୋନାଲଡୋଙ୍କ ତୁଳନାରେ ମେସି ବହୁତ କମ୍ ମ୍ୟାଚ୍ ଖେଳି ଏହି ସଂଖ୍ୟାରେ ପହଞ୍ଚି ପାରିଛନ୍ତି । କନ୍‌କାକାଫ୍‌ ଚାମ୍ପିଅନ୍ସ କପ୍‌ ରାଉଣ୍ଡ-୧୬ରେ ସେ ଏହି ସଫଳତା ପାଇଥିଲେ।

Related posts

ଓଡ଼ିଶା କ୍ରିକେଟ ଦଳର କୋଚ ହେଲେ ଦୀନେଶ ଓ ରୁମେଲି

mahabharatanews

ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କ ବଢିଲା ଅଡୁଆ

mahabharatanews

ପୂର୍ବତନ ଭାରତୀୟ କ୍ରିକେଟର ବିଶନ ସିଂହ ବେଦୀଙ୍କର ପରଲୋକ

mahabharatanews