ଓଡିଶା

ପଟିଆଲା କୋର୍ଟ ବର୍ଷାଙ୍କୁ କଲେ ନୋଟିସ

ନୂଆଦିଲ୍ଲୀ: ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ଦ୍ୱାରା ଦାୟର ଛାଡପତ୍ର ଆବଦନକୁ ଦିଲ୍ଲୀର ପଟିଆଲା କୋର୍ଟ ଗ୍ରହଣ କରିଛନ୍ତି । କୋର୍ଟ ଅନୁଭବଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ କରିଛନ୍ତି ନୋଟିସ । ଏହି ମାମମଲାର ପରବର୍ତ୍ତୀ ଶୁଣାଣି ପାଇଁ ଡିସେମ୍ବର ୧୦ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି । ଉକ୍ତ ଦିନ ବର୍ଷା କୋର୍ଟରେ ହାଜର ହେବାକୁ କୋର୍ଟଙ୍କ ପକ୍ଷରୁ ବର୍ଷାଙ୍କୁ ନୋଟିସ ହୋଇଥିବା ଅନୁଭବଙ୍କ ଓକିଲ ସୂଚନା ଦେଇଛନ୍ତି ।

Related posts

ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

mahabharatanews

ସାପ ଓଗାଳିଲା କୁକୁଡ଼ା ଅଣ୍ଡା

mahabharatanews

ଆସୁଛି ଦୁଇ ଦୁଇଟି ଲଘୁଚାପ , ବର୍ଷାର ପରିମାଣ ହେବ ବୃଦ୍ଧି

mahabharatanews