Uncategorized

ମୁଁ କୌଣସି ପ୍ରକାରେ ପଛଘୁଞ୍ଚା ଦେବି ନାହିଁ: ମାରିୟମ

ଲାହୋର: ଦେଶବ୍ୟାପୀ ସରକାର ବିରୋଧୀ ଆନ୍ଦୋଳନ ମଧ୍ୟରେ ବିପକ୍ଷ ଦଳ ନେତା ତଥା ପିଏମଏଲ-ଏନ ଉପାଧ୍ୟକ୍ଷ ମାରିୟମ ନୱାଜ ଦେଶରେ ସରକାର ବିରୋଧୀ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି କହିଛନ୍ତି । ସେ କହିଛନ୍ତି ଦେଶରେ ଚାଲିଥିବା ଆନ୍ଦୋଳନ ନୀତି ଅ।।ଧାରରେ । ଖାଲିଜ ଟାଇମକୁ ଦେଇଥିବା ଇଣ୍ଟରଭ୍ୟୁରେ ମାରିୟମ କହିଛନ୍ତି, ଇମରାନ ସରକାରର ଏକମାତ୍ର ଲକ୍ଷ୍ୟ ରାଜନୈତିକ ଶୋଷଣ ।
ସେ ଆହୁରି କହିଛନ୍ତି, ମୁଁ କୌଣସି ପ୍ରକାରେ ପଛଘୁଞ୍ଚା ଦେବି ନାହିଁ । ଏହା ହେଉଛି ନୀତିଗତ ଓ ବାହ୍ୟ ଶକ୍ତିର କାମ ନୁହେଁ ରାଜନୀତିରେ ହସ୍ତକ୍ଷେପ କରିବା । ସରକାରର ଗୋଟିଏ ଲକ୍ଷ୍ୟ ରାଜନୈତିକ ଶୋଷଣ କରିବା । ପାକିସ୍ତାନ ନାଗରିକ ବେଶ ସଚେତନ ଅଛନ୍ତି, କେଉଁ ଦଳ ସରକାର ଗଠନ କରିବା ଆବଶ୍ୟକ । ଲୋକେମାନେ ରାଜନୀତିକୁ ନେଇ ସଚେତନ ଅଛନ୍ତି । ସେମାନଙ୍କ ସାଧାରଣ, ଆଇନଗତ ଓ ସ୍ୱତନ୍ତ୍ର ରାଜନୈତିକ ଅଧିକାରକୁ ନେଇ ପୂର୍ବାପେକ୍ଷା ସଚେତନ ଅଛନ୍ତ । ସେମାନଙ୍କୁ ଜଣା କେଉଁ ଦଳ ସରକାର ଗଠନ କରିବା ଉଚିତ ।

Related posts

ଆନିମେଟେଡ ସିରିଜ ପୁଫିନ୍ସରେ କଣ୍ଠଦାନ କରିବେ ଜନି ଡେପ

mahabharatanews

ଲଛମନପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ, ଜୋତା ବିତରଣ ଉତ୍ସବ

mahabharatanews

ସ୍ୱାଧୀନତା ଦିବସ ଅବସରରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛାବାର୍ତ୍ତା

mahabharatanews