Uncategorized

ହିମାଚଳପ୍ରଦେଶରେ  ଭୂମିକମ୍ପ

ଶିମଲା: ହିମାଚଳପ୍ରଦେଶର ବିଳାସପୁର ଜିଲ୍ଲାରେ ଶନିବାର ପୂର୍ବାହ୍ନରେ ଭୂ-କମ୍ପ ଅନୁଭବ ହୋଇଛି। ସକାଳ ୧୦ଟା ୩୪ ମିନିଟରେ ଭୂମିକମ୍ପ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ ରେକର୍ଡ଼ କରାଯାଇଛି। ଭୂକମ୍ପ ଝଟକା ଅନୁଭବ କରିବା ପରେ ଲୋକେ ନିଜ ନିଜ ଘରୁ ବାହାରକୁ ଚାଲିଯାଇଥିଲେ। ଏଯାବତ ଏଥିରେ କୌଣସି ଧନହାନୀ ସୂଚନା ମିଳିନାହିଁ।
ଭୂମ୍ପର କେନ୍ଦ୍ର ବିଳାସପୁର ବୋଲି ଜଣାପଡ଼ିଛି। ପ୍ରଶାସନିକ ଅଧିକାରୀଙ୍କ ଅନୁଯାୟୀ ଏଯାଏଁ କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି।

Related posts

ଏମିତି ସହର, ଯେଉଁଠି ୫ଦିନ ଡ୍ରେସ ଧୋଇବା ମନା

mahabharatanews

ବଗିକୁ ଛାଡି ଚାଲିଗଲା ଇଞ୍ଜିନ, ମଝି ରାସ୍ତାରେ ଭୋକରେ ଶ୍ରମିକ

mahabharatanews

ଗୋଆ ପୂର୍ବତନ ମନ୍ତ୍ରୀଙ୍କ ପରଲୋକ

mahabharatanews