Uncategorized

ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କୀ ଟଳି ପଡିଲେ

ଶ୍ରୀନଗର: ଜମ୍ମୁ କଶ୍ମୀରର ନାଗରୋଟା ବାନ ଟୋଲପ୍ଲାଜାରେ ଗୁରୁବାର ସୁରକ୍ଷାକର୍ମୀଙ୍କ ଗୁଳିରେ ଚାରି ଆତଙ୍କବାଦୀ ଟଳିପଡିଛନ୍ତି । ଟୋଲ ପ୍ଲାଜା ନିଟକରେ ନିୟମିତ ଗାଡି ଚେକିଂ ଚାଲିଥିଲା । ସୁରକ୍ଷା କର୍ମୀ ଚେକିଂ କରୁଥିବା ବେଳେ ନିକଟବର୍ତ୍ତୀ ଜଙ୍ଗଲରୁ ଆତଙ୍କୀ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହାର ଜବାବରେ ସୁରକ୍ଷାକର୍ମୀ ପାଲଟା ଗୁଳି ଚଳାଇଥିଲେ, ଯେଉଁଥିରେ ୪ ଆତଙ୍କୀଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ଆଜି ସକାଳ ୫ଟାରେ ଘଟିଛି । ତେବେ ଜଙ୍ଗଲରେ ଆଉ କିଛି ଆତଙ୍କୀ ଲୁଚି ରହିଥିବା ସନ୍ଦେହରେ ପୁରା ଅଞ୍ଚଳକୁ ଘେରାବନ୍ଦୀ କରାଯ।।ଇଛି ।

 

Related posts

ସଂଖ୍ୟାଲଘୁଙ୍କ ଯୋଜନାର ବିବରଣୀ ଦେବାକୁ କେନ୍ଦ୍ରକୁ ନୋଟିସ

mahabharatanews

କୋରୋନା ସମ୍ପର୍କିତ ମିଥ୍ୟା ଖବର ଉପରେ ରୋକ୍ ଲଗାଇବାକୁ ଫେସବୁକର ଉଦ୍ୟମ

mahabharatanews

ବିଧାୟଙ୍କୁ କିଣିବାକୁ ଚେଷ୍ଟା କରିଥିବା ନେତାଙ୍କ ପର୍ଦ୍ଦାଫାସ କରିବୁ: ବିଏସ ରାଥୋଡ

mahabharatanews