ଅପରାଧ

ଗଞ୍ଜେଇ ସହ କାର ଜବତ: ୨ଗିରଫ

(ରଜନୀକାନ୍ତ ପାତ୍ର /ଗଞ୍ଜାମ): ଗତକାଲି ଦୁର୍ଗାପ୍ରସାଦ ଠାରେ ଭଞ୍ଜନଗର ପୋଲିସ ପେଟ୍ରୋଲିଂ କରୁଥିଲା । ସେଠାରେ ଏକ ହଣ୍ଡା ସିଟି କାର ଦୀର୍ଘ ସମୟ ହେବ ଛିଡା ହୋଇଥିବା ଦେଖି ସନ୍ଦେହ ହେବାରୁ ଯାଞ୍ଚ କରିଥିଲା । ସେଥିରୁ ୨ଟି ବସ୍ତାରେ ୫୪କେଜି ୪୬୦ଗ୍ରାମ ଗଞ୍ଜେଇ ବାହାରିଥିଲା।ଗଞ୍ଜେଇ ସହ ଉକ୍ତ କାରକୁ ପୋଲିସ ଜବତ କରିଥିବା ବେଳେ ଏଥିରେ ସମ୍ପୃକ୍ତ ସାମୁଏଲ ଦିଗାଲ ଓ ବାଦଲ ମଲିକକୁ ଗିରଫ କରିଛି।ଏହି ଗଞ୍ଜେଇ ବାଲିଗୁଡାରୁ ଭୁବନେଶ୍ୱର ଚାଲାଣ ହେଉଥିବା ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ କହିଛନ୍ତି।

Related posts

ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

mahabharatanews

ଖୁଲମଖୋଲା ଯୁବକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କଲେ ଦୁବୁର୍ତ୍ତ

mahabharatanews

ବନ୍ଧା ହେଲା ବ୍ରାଉନସୁଗାର ବେପାରୀ

mahabharatanews