ଓଡିଶା

  ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ତେଣୁ ଫେବୃଆରୀ ୧୦ ସୁଦ୍ଧା ରାଜ୍ୟରେ ସମସ୍ତ ୩ଲକ୍ଷ ୫୦ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଟୀକାର ପ୍ରଥମ ଡୋଜ ଦେବା କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଫଳରେ ଜାନୁଆରୀ ୧୬ତାରିଖରୁ ପ୍ରଥମ ଡୋଜ ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ୨ୟ ଡୋଜ ଫେବୃଆରୀ ୧୪ ଦିଆଯିବ ।
ସେହିପରି ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ଡ଼ାଟା ବେସ୍‌ ପ୍ରସ୍ତୁତ ହୋଇଛି । ଏହି ପର୍ଯ୍ୟାୟରେ କୋଭିଡ ଯୋଦ୍ଧାଙ୍କର ଡାଟା ବେସ ପ୍ରସ୍ତୁତ ହେଉଛି । କେତେ କୋଭିଡ ଯୋଦ୍ଧା ପଞ୍ଜିକୃତ କରିଛନ୍ତି ତାହା ଆଜି ଜଣା ପଡିବ ।

 

Related posts

 ୯ ଓ ୧୦ରେ ମିଲେଟସ୍ ଆନ୍ତର୍ଜାତିକ ସମ୍ମିଳନୀ

mahabharatanews

ରାଇରଙ୍ଗପୁର ପୋଲିସର ସଚେତନତା କାର୍ଯ୍ୟକ୍ରମ ଆରମ୍ଭ

mahabharatanews

୨ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ ଓ ଜଣେ ଗୁରୁତର

mahabharatanews