ଓଡିଶା

୨ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ ଓ ଜଣେ ଗୁରୁତର

କେନ୍ଦୁଝର : ୨ ବାଇକ ମୁହାଁମୁହିଁ ଧକ୍କା ୩ ମୃତ ଜଣେ ଗୁରୁତର କେନ୍ଦୁଝର ଜିଲ୍ଲା ପାଟଣା ଅନ୍ତର୍ଗତ ଡିଆଁନାଳି ବିଦ୍ୟୁତ ଅଫିସ ସମୁଖରେ ସୋମବାର ବିଳମ୍ବିତ ରାତିରେ ୨ ବାଇକ୍ ଦୁର୍ଘଟଣା ଗ୍ରସ୍ତ ହୋଇ ଥିଲା । ଘଟଣାସ୍ଥଳ ରେ ସୁନୀଲ କୁମାର ଦାସଙ୍କ ମୃତ୍ୟୁ ଘଟି ଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ତ୍ରିଲୋଚନ ମହାନ୍ତ,ରମାକାନ୍ତ ନାଏକଙ୍କୁ ପାଗଣା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇ ଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା । ଏବଂ କମଳାକାନ୍ତ ମହାନ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

Related posts

୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

mahabharatanews

ଓଡ଼ିଶାରେ ହେବନି ମଦ ବ୍ୟାନ୍

mahabharatanews

୩ ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

mahabharatanews