ଭୁବନେଶ୍ୱର: ବିଧାନସଭା ଆଜିଠାରୁ ବସିଥିବା ବେଳେ ପ୍ରଥମ ଦିନରେ ଜଣେ ମହିଳା ଜୟଦେବ ଭବନ ନିକଟରେ ଆତ୍ମାହୁତୀ ଉଦ୍ୟମ କରିଛନ୍ତି । ମହିଳା ଜଣକ ଜୟଦେବ ଭବନ ନିକଟରେ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି କରିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ମହିଳାଙ୍କୁ କାବୁ କରି ନେଇଛି । ଗତ କିଛି ଅଧିବେଶନରେ ବାରମ୍ବାର ଆତ୍ମାହୁତୀ କମିଶନରେଟ ପୁଲିସକୁ ଚିନ୍ତାରେ ପକାଇଥିବାରୁ ଚଳିତ ଥର ବ୍ୟାପକ ବ୍ୟବସ୍ଥା କରାଯାଇଛି । ବିଧାନ ସଭା ସମ୍ମୁଖରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଜୟଦେବ ଭବନରୁ ରବୀନ୍ଦ୍ର ମଣ୍ଡପ ରାସ୍ତାକୁ ପୁଲିସ ସିଲ କରିଛି । ତେଣୁ ମହିଳା ଜୟଦେବ ଭବନ ନିକଟରେ ଆତ୍ମାହୁତୀ ଉଦ୍ୟମ କରିଥିବା ଜଣାପଡିଛି । ତେବେ ମହିଳାଙ୍କ ପରିଚୟ ତଥା କେଉଁ କାରଣରୁ ଆତ୍ମାହୁତୀ କରିବାକୁ ଚେଷ୍ଟା କରିଛନ୍ତି ତାହା ଜଣାପଡି ନାହିଁ ।
It is desirable, that you were examined also by the cardiologist or the therapist to exclude heart diseases. where to buy viagra in malaysia If you suffer any chronic illnesses, You should consult an accompanying doctor.
