ଓଡିଶା

ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ଭିତ୍ତିଭୂମି ଅନୁଧ୍ୟାନ

ସୁନ୍ଦରଗଡ: ରାଜ୍ୟରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ଭିତ୍ତିଭୂମି ଅନୁଧ୍ୟାନ କରିବାକୁ ସୁନ୍ଦରଗଡରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟି । ଏହି ଟିମରେ ୫ ଜଣ ସଦସ୍ୟ ସୁନ୍ଦରଗଡରେ ପହଞ୍ଚି ଅନୁଧ୍ୟାନ ଆରମ୍ଭ କରିଛନ୍ତି । ଏହି ଟିମ ସୁନ୍ଦରଗଡ ଏନଟିପିସି ମେଡିକାଲ କଲେଜର ଭିତ୍ତିଭୂମି ଅନୁଧ୍ୟାନ କରିଛନ୍ତି । ଅନୁଧ୍ୟାନ ପରେ ରିପୋର୍ଟ କେନ୍ଦ୍ରକୁ ହସ୍ତାନ୍ତର କରିବା ପରେ ଏମ୍ସର ଆଗାମୀ କାର୍ଯ୍ୟପନ୍ଥା କେନ୍ଦ୍ର ଓ ରାଜ୍ୟ ସରକାର ଦ୍ୱାରା ଗ୍ରହଣ କରାଯିବ । ସୁନ୍ଦରଗଡରେ ଏମ୍ସ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଅନୁରୋଧ କରିଥିଲେ ।

Related posts

ଖରସ୍ରୋତା ନିଖୋଜ ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

mahabharatanews

ଖବର ପ୍ରସାରଣ ପରେ ନିର୍ମାଣ କାର୍ୟ୍ୟ ଆରମ୍ଭ

mahabharatanews

କୋଭିଡ ଟୀକାକରଣ ପ୍ରକ୍ରିୟା ନିମନ୍ତେ ଜିଲ୍ଲାସ୍ତରୀୟ ବୈଠକ

mahabharatanews