ଓଡିଶା

ରାଜ୍ୟର ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ

ଭୁବନେଶ୍ୱର: ରାଜ୍ୟରେ ୧୦ଜିଲ୍ଲାରେ ନାଇଟ କର୍ଫ୍ୟୁ ଘୋଷଣା । ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲାରେ ଲାଗୁ ହେବ ନାଇଟ କର୍ଫ୍ୟୁ । ଏହି ନିୟମ ଆସନ୍ତା ୫ ତାରିଖରୁ ଲାଗୁହେବ । ତେବେ ଏହି କଟକଣାରୁ ବାଦ ପଡିବ ଜରୁରୀକାଳୀନ ସେବା । ଆମ୍ବୁଲାନ୍ସ, ମେଡିକାଲ, ଔଷଧ ଦୋକାନ ଆଦି ସବୁ ଜରୁରୀକାଳୀନ ସେବା ପ୍ରଦାନକାରୀ ସଂସ୍ଥା ଓ କାରବାର ଖୋଲା ରହିବ ।

Related posts

ମାଲକାନାଗିରିରେ ବନ୍ୟା ଆଶଙ୍କା

mahabharatanews

କୋଲୱାସରୀ ବଦଳରେ ଶୀତଳ ଭଣ୍ଡାର ସ୍ଥାପନ ପାଇଁ ଗଣ ବିକ୍ଷୋଭ

mahabharatanews

ମହାନଦୀ ଘାଟରେ ବାରୁଣୀ ସ୍ନାନ

mahabharatanews