ଅପରାଧ

ସଂଗ୍ରାମଙ୍କୁ ୩ ଘଣ୍ଟା ଧରି ଜେରା

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ ମାରାଥନ ଜେରା । ୫ ଜଣିଆ ଟିମ ସଂଗ୍ରାମଙ୍କୁ ମାରାଥନ ଜେରା କରିଛନ୍ତି । ପ୍ରାୟ ୩ ଘଣ୍ଟା ଧରି ସଂଗ୍ରାମ ଜେରାର ସମ୍ମୁଖୀନ ହୋଇଥିଲେ । ଏହ ତଦନ୍ତକାରୀ ଦଳରେ ପାଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ଏସ୍ଡିପିଓ ରାମକୃଷ୍ଣ ପତି ଓ କ୍ରାଇମବ୍ରାଞ୍ଚର ୩ ଅଧିକାରୀ ସାମିଲ ଥିଲେ । ତେବେ ଜେରା ବେଳେ ସଂଗ୍ରାମ ବିଦ୍ୟାଙ୍କ ସହ ତାଙ୍କୁ ନେଇ ହୋଇଆସୁଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି । ଏମିତି କି ସେ କେବେ ବିଦ୍ୟ।।ଙ୍କୁ ଦେଖି ନାହାନ୍ତି ବୋଲି ମଧ୍ୟ କହିଛନ୍ତି ସଂଗ୍ରାମ ।

 

Related posts

ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ମନ୍ଦିରରୁ ଚୋରି

mahabharatanews

ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା : ଅର୍ଚ୍ଚନାଙ୍କ ଉପରେ ୧୬ଟି ସଙ୍ଗୀନ ଦଫା ଲଗାଇଛି ପୋଲିସ

mahabharatanews

ପଠାଣକୋଟ ଆର୍ମି କ୍ୟାମ୍ପ ଉପରେ ଆକ୍ରମଣ

mahabharatanews