ଓଡିଶା

ଚୁଲିରୁ ନିଆଁ ଲାଗିି ଯୁବତୀ ଗୁରୁତର

(ଢେଙ୍କାନାଳ) ; ଚୁଲିରେ ରୋଷେଇ କରୁଥିବା ବେଳେ ନିଆଁ ଲାଗି ଯୁବତୀ ଗୁରୁତର ହେବାରୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏମିତି ଏକ ଅଭାବନୀୟ ଘଟନା ଦେକିବାକୁ ମିଳିଛି କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଦୋହଳି ଗ୍ରାମରେ । ଗୁରୁତର ଯୁବତୀ ହେଇଛନ୍ତି ଶୁଭଶ୍ରୀ ଦାସ (୧୭) । ସୂଚନାରୁ ପ୍ରକାଶ ଯେ ମଙ୍ଗଳବାର ସନ୍ଧ୍ୟାରେ ଘରେ କେହି ନଥିବା ସମୟରେ ଶୁଭଶ୍ରୀ ରୋଷେଇ କରିବା ପାଇଁ କିରୋସିନି ଯୋଗେ ଚୁଲି ଲଗାଉଥିବା ବେଳେ ହଠାତ୍ ନିଆଁ ତାଙ୍କ ଏପରକୁ ମାଡି ଆସିବା ଫଳରେ ଶୁଭଶ୍ରୀଙ୍କ ଶରୀରର ପେଟ ପାଖରୁ ମୁଣ୍ଡପର୍ଯ୍ୟନ୍ତ ପୋଡି ଯାଇଥିବା ପରିବାର ଲୋକେ କହିଛନ୍ତି । ଅନ୍ୟପଟେ ମାଡି ଆସିବାରୁ ତାଙ୍କ ଶରୀର ପେଟ ପାଖରୁ ମୁଣ୍ଡ ପର୍ୟ୍ୟନ୍ତ ଅଂଶ ପୋଡ଼ି ଯାଇଥିବା ପରିବାର ପକ୍ଷରୁ କୁହାଯାଇଛି। କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶୁଭଶ୍ରୀଙ୍କ ଚିକିତ୍ସା ଚାଲିଛି।

 

Related posts

ହାଇଦ୍ରାବାଦରେ କୋରାପୁଟର ଓଡ଼ିଆ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ

mahabharatanews

ଆମ୍ ଆଦମୀ ପାର୍ଟି ତରଫରୁ କାର୍ଯ୍ୟକର୍ତ୍ତା ସମ୍ମିଳନୀ

mahabharatanews

ରାଜ୍ୟରେ ୪ହଜାର ଉପରକୁ ବାହାରିଲେ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ

mahabharatanews