ଓଡିଶା

ଯୁବ କଂଗ୍ରେସ ନେତା ସଂଗ୍ରାମଙ୍କ ପରଲୋକ

ଭୁବନେଶ୍ୱର/ରାଜେଶ ସାହୁ: ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ପୁଅ ତଥା କଂଗ୍ରେସର ଯୁବ ନେତା ସଂଗ୍ରାମଙ୍କର ପରଲୋକ । ଆଜି ତାଙ୍କର ମୃତ୍ୟୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୪ ବର୍ଷ ହୋଇଥିଲା । ସେ କୋଭିଡ୍ ଆକ୍ରାନ୍ତ ହୋଇ ୩ ମାସ ହେବ ଚିକିତ୍ସିତ ହୋଇଆସୁଥିଲେ । ପ୍ରଥମେ ଓଡିଶାରେ ଓ ପରେ ସ୍ଥିତି ଗମ୍ଭୀର ହେବାରୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଆଜି ତାଙ୍କର ପରଲୋକ ହୋଇଥିବ।। ତାଙ୍କ ସାନଭାଇ ମନୋଜ ଜେନା ସୂଚନା ଦେଇଛନ୍ତି । କଂଗ୍ରେସର ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ରହିଥିଲେ ସଂଗ୍ରାମ ଜେନା ।  ସେ  ଭଦ୍ରକ ଆସନରୁ ଏମପି ମଧ୍ୟ କଂଗ୍ରେସରୁ ଠିଆ ହୋଇଥିଲେ ।

Related posts

ଖରସ୍ରୋତା ନିଖୋଜ ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

mahabharatanews

ନଦୀରେ ମହିଳାଙ୍କ ମୃତଦେହ ଜଗିଛୀ କୁମ୍ଭୀର

mahabharatanews

ଜୁନ ୪ ତାରିଖ ପର୍ଯ୍ୟନ୍ତ ଗଞ୍ଜାମରେ ସବୁ ଦୋକାନ, ବଜାର ବନ୍ଦ

mahabharatanews