ଓଡିଶା

ଯୁବ କଂଗ୍ରେସ ନେତା ସଂଗ୍ରାମଙ୍କ ପରଲୋକ

ଭୁବନେଶ୍ୱର/ରାଜେଶ ସାହୁ: ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ପୁଅ ତଥା କଂଗ୍ରେସର ଯୁବ ନେତା ସଂଗ୍ରାମଙ୍କର ପରଲୋକ । ଆଜି ତାଙ୍କର ମୃତ୍ୟୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୪ ବର୍ଷ ହୋଇଥିଲା । ସେ କୋଭିଡ୍ ଆକ୍ରାନ୍ତ ହୋଇ ୩ ମାସ ହେବ ଚିକିତ୍ସିତ ହୋଇଆସୁଥିଲେ । ପ୍ରଥମେ ଓଡିଶାରେ ଓ ପରେ ସ୍ଥିତି ଗମ୍ଭୀର ହେବାରୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଆଜି ତାଙ୍କର ପରଲୋକ ହୋଇଥିବ।। ତାଙ୍କ ସାନଭାଇ ମନୋଜ ଜେନା ସୂଚନା ଦେଇଛନ୍ତି । କଂଗ୍ରେସର ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ରହିଥିଲେ ସଂଗ୍ରାମ ଜେନା ।  ସେ  ଭଦ୍ରକ ଆସନରୁ ଏମପି ମଧ୍ୟ କଂଗ୍ରେସରୁ ଠିଆ ହୋଇଥିଲେ ।

Related posts

୧୧୨ ଡାଏଲ କଲେ ଏଣିକି ପହଞ୍ଚିବ ଜରୁରୀ ସହାୟତା ଯାନ

mahabharatanews

ଆଜି ଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଣତିମଣତି

mahabharatanews

ଭୁବନେଶ୍ୱରରେ ଅଣାୟତ କରୋନା: ଆଜି ୪୬ କରୋନା ଚିହ୍ନଟ

mahabharatanews