ଓଡିଶା

କୋହଳ ହେଲା ଗାଇଡ ଲାଇନ

(ଭୁବନେଶ୍ୱର) ; କଟକଣାରେ ଚାଲିବ ମେଳା ମଉତ୍ସବ । ହଟିଲା ସପ୍ତାହନ୍ତ ସଟଡାଉ୍ନ । ପୌରଞ୍ଚଳରେ ରାତି ୧୦ରୁ ସକାଳ ୫ଯାଏଁ ରହିବ ରାତ୍ରୀକାଳୀନ ନାଇଟ କର୍ଫ୍ୟୁ । ସେପ୍ଟେମ୍ବର୧ରୁ ଅକ୍ଟୋବର ୧ ସକାଳ ୬ଟା ଯାଏ କଟକଣା ଲାଗିବ । କେବଳ ପୌରାଞ୍ଚଳରେ ରହିବ ରାତ୍ରୀକାଳୀନ କଟକଣା । ରାଜ୍ୟରେ ସମସ୍ତ ଧାର୍ମିକ, ରାଜନୈତିକ, ସାମାଜିକ ସମାଗମ ଉପରେ ରହିବ କଟକଣା । ଏବେ ବାହାଘର, ବ୍ରତଘରରେ ସାମାନ୍ୟ ରିହାତି । ବାହାଘର, ବ୍ରତଘର, ଶୁଦ୍ଧିକ୍ରିୟାରେ ୨୫୦ ପର୍ଯ୍ୟନ୍ତ ଲୋକଙ୍କ ହେବ ସମାବେଶ । ସବୁଠି କୋଭିଡ ନିୟମ ମାନି ସମାଗମ ହେବ ।

Related posts

ଟ୍ରକରେ ଇଟା ବୋଝେଇ କରୁଥିବା ବେଳେ ୨ ଓଡିଆ ଦାଦନ ଯୁବତୀଙ୍କ ମୃତ୍ୟୁ

mahabharatanews

ଶ୍ରୀବିହାରର ଏକ ନିର୍ମାଣାଧୀନ ଆପାର୍ଟମେଣ୍ଟ ସିଲ କଲା ପ୍ରଶାସନ

mahabharatanews

ବିମାନବନ୍ଦର ଅଘଟଣ: ଠିକାଦାର ଦିଲ୍ଲୀପ ଅଟକ, ତଦନ୍ତ କରିବ ଉଚ୍ଚସ୍ତରୀୟ ବୈଷୟିକ ଟିମ

mahabharatanews