ରାଜନୀତି

୧୭ତମ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲଙ୍କ ଶପଥପାଠ

ଅହମ୍ମଦାବାଦ: ଗୁଜରାଟ ମୁଖ୍ୟମନ୍ତ୍ରୀ ରୂପେ ଭୂପେନ୍ଦ୍ର ପଟେଲଙ୍କ ଶପଥପାଠ। ପଟେଲ ରାଜ୍ୟର ୧୭ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିଛନ୍ତି । ଗୁଜରାଟ ତ ରାଜଭବନରେ ପଟେଲଙ୍କ ଶପଥ ସମାରୋହ ଉତ୍ସବ ଅନୁଷ୍ଟିତ ହୋଇଯାଇଛି । ରାଜ୍ୟପାଳ ଆଚାର୍ଯ୍ୟ ଦେବ୍ରାତ ମୁଖ୍ୟମନ୍ତ୍ରୀ ପଦ ଓ ଗୋପୀୟତାର ଶପଥ ପାଠ କରାଇଛନ୍ତି । ଏହି ଶପଥ ସମାରୋହରେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପିର ଅନେକ ବଡ ବଡ ନେତା ସାମିଲ ଥିଲେ।

 

Related posts

ଏପ୍ରିଲ ୧୦ରେ ରାଜ୍ୟସଭା ସାଂସଦ ଭାବରେ ଶପଥ ନେବେ ନୀତିଶ , ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ନିଷ୍ପତ୍ତି ନେବ ଏନଡିଏ

mahabharatanews

ରାହୁଲଙ୍କୁ ଶାହଙ୍କ ଟାର୍ଗେଟ; ରାହୁଲଙ୍କ ପାଇଁ କଂଗ୍ରେସ ହାରୁଛି

mahabharatanews

ମିଶନ ୨୦୨୪ ଲାଗି ବିଜେପିର ପ୍ରସ୍ତୁତି

mahabharatanews