ଅପରାଧ

ଭୁବନେଶ୍ୱରରୁ ବିପୁଳ ଗଞ୍ଜେଇ ଜବତ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରୁ ବିପୁଳ ଗଞ୍ଜେଇ ଜବତ । ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ଯୁବକଙ୍କ ନାମ ମାଧବ ଦିଗାଲ ବୋଲି ଜଣାପଡିଛି ।
ବିଶେଷ ସୂତ୍ରରୁ ଅବକାରୀ ବିଭାଗ ଗଞ୍ଜେଇ କାରବାର ହେଉଥିବା ସୂଚନା ପାଇଥିଲା । ସୂଚନା ଆଧାରରେ ଅବକାରୀ ବିଭାଗ ବରମୁଣ୍ଡା ବସ୍ଷ୍ଟାଣ୍ଡରେ ଚଢାଉ କରିଥିଲା । ଏହି ଚଢାଉରେ ଅବକାରୀ ବିଭାଗକୁ ପ୍ରାୟ ୫୫କେଜିର ଗଞ୍ଜେଇ ହେବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ତେବେ ଏସବୁ ଗଞ୍ଜେଇ କେଉଁ ସ୍ଥାନକୁ ଚାଲାଣ ହେଉଥିଲା । ସେନେଇ ଛାନ୍ଭିନ୍ ଜାରି ରଖିଛି ଅବକାରୀ ବିଭାଗ ।

 

Related posts

ନାବାଳକ, ନାବାଳିକାଙ୍କ ଝୁଲନ୍ତା ମୃତଦେହ

mahabharatanews

ବିପୁଳ ନିଶା ସାମଗ୍ରୀ ଜବତ, ୬ ଗିରଫ

mahabharatanews

ଲୋକଙ୍କୁ ଭ୍ରମିତ କରିବାକୁ ସିଖ ସଂପ୍ରଦାୟର ନେତାଙ୍କ ନାମ ବ୍ୟବହାର କରୁଛନ୍ତି

mahabharatanews