ଓଡିଶା

ଡ. ଗୋପବନ୍ଧୁ ଦାଶଙ୍କ ରଚିତ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର: ଡ. ଗୋପବନ୍ଧୁ ଦାଶଙ୍କ ରଚିତ ପୁସ୍ତକ Dynamics of Indo south African cooperation in the changing worldକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି । ଦକ୍ଷିଣ ଆଫ୍ରିକା ଓ ଭାରତ ଥିବା ଭାଗିଦାରୀ ଓ ସହଯୋଗ ଉପରେ ପୁସ୍ତକଟି ଆଧାରିତ ଗବେଷଣାଭିତ୍ତିକ ପୁସ୍ତକ, Dynamics of Indo south African cooperation in the changing world।
ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତିରେ cosmopolitanism ଓ nativism ଉଭୟ ଦେଶ ପାଇଁ ଅନେକ ସୁଯୋଗ ଆଣିଛି ବୋଲି ଡ. ଦାଶ ତାଙ୍କ ପୁସ୍ତକରେ ମତବ୍ୟକ୍ତ କରିଛନ୍ତି। ଏହା ହିଁ ଆଗାମୀ ଦିନରେ ଭାରତ ଓ ଦକ୍ଷିଣ ଆଫ୍ରିକାର ସଂପର୍କକୁ ନୂଆ ସ୍ତରରେ ପହଞ୍ଚାଇବ ବୋଲି ସେ ଆଶାପ୍ରକାଶ କରିଛନ୍ତି।

 

Related posts

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ;’ତୀର୍ଥସ୍ଥଳୀକୁ ପର୍ଯ୍ୟଟନସ୍ଥଳୀ କଲେ ହୋଟେଲବାଲା ଖୁସି ହେବେ’

mahabharatanews

ଆଜି ଭଦ୍ରକ-ବାଲେଶ୍ବରରେ କରିବେ ପ୍ରଚାର ରାହୁଲ ଗାନ୍ଧୀ

mahabharatanews

ମାଟ୍ରିକରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

mahabharatanews