ଓଡିଶା

କୁତ୍ରା ଥାନା ଉଦ୍ଘାଟିତ

ଭୁବନେଶ୍ୱର: ସୁନ୍ଦରଗଡ ଜିଲ୍ଲା କୁତ୍ରା ଥାନାର ଏକ ନୂତନ ଗୃହ ଉଦ୍ଘାଟନ କରାଯାଇଛି । ଡିଜିପି ଅଭୟ ଏହାର ଉଦ୍ଘାଟନ କରିଛନ୍ତି । ଭର୍ଚୁଆଲ ମିଡିଆରେ ଏହାକୁ ଉଦ୍ଘାଟନ କରାଯାଇଛି । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଡିଜିପିଙ୍କ ବ୍ୟତୀତ ପଶ୍ଚିମାଞ୍ଚଳ ଡିଆଇଜିପି ଜୟ ନାରାୟଣ ପଙ୍କଜ, ସୁନ୍ଦରଗଡ ଏସପି ସାଗରିକା ନାଥ, ପ୍ରକଳ୍ପ ପରିଚାଳକ ଓ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ ।

Related posts

ହୀରକୁଦରେ ପୁଣି ଖୋଲିଲା ୬ ଗେଟ

mahabharatanews

ପଦ୍ମଶ୍ରୀ ଡି. ପ୍ରକାଶ ରାଓ ଅସୁସ୍ଥ, ଆଇସିୟୁରେ ଭର୍ତ୍ତି

mahabharatanews

ଗଂଜାମ ଜିଲ୍ଲାକୁ ‘ଭୂମି ସମ୍ମାନ’ 

mahabharatanews