ଓଡିଶା

କୋଣାର୍କ ଫେଷ୍ଟ ଓ ଆନ୍ତର୍ଜାତୀୟ ବାଲୁକା କଳା ଫେଷ୍ଟ ବାତିଲ

ପୁରୀ: ପୁରୀ ବାତ୍ୟା ଜୱାଦ ପୁରୀରେ ଲ୍ୟାଣ୍ଡଫଲ କରିବ । ଏନେଇ ସ୍ପଷ୍ଟ କରିଛି ପାଣିପାଗ ବିଭାଗ । ଏହା ପରେ ପୁରୀ ଜିଲ୍ଲା ପ୍ରଶାସନ ସତର୍କ । ଅଗ୍ନିଶମ ବାହିନୀ, ଓଡ୍ରାଫ, ଏନଡିଆରଏଫ ଟିମ ପ୍ରସ୍ତୁତ । ବାତ୍ୟା ପାଇଁ କୋଣାର୍କରେ ଅନୁଷ୍ଠିତ କୋଣାର୍କ ଫେଷ୍ଟିଭଲକୁ ମଧ୍ୟ ବାତିଲ କରିଦେଇଛନ୍ତି ଜିଲ୍ଲା ପ୍ରଶାସନ । କୋଣାର୍କ ଫେଷ୍ଟ ଓ ଆନ୍ତର୍ଜାତୀୟ ବାଲୁକା କଳା ଫେଷ୍ଟକୁ ବାତିଲକଲେ ଜିଲ୍ଲା ପ୍ରଶାସନ । ଏହି ଫେଷ୍ଟିଭାଲ ଡିସେମ୍ବର ଏକତାରିଖରେ ହୋଇଥିଲା ଆରମ୍ଭ ।
ବାତ୍ୟା ଜୱାଦ ପୁରୀରେ ଲ୍ୟାଣ୍ଡ ଫଲ କରିବାକୁ ଥିବା ବେଳେ ସେହି ସମୟରେ ପୁରୀରେ ପବନର ବେଗ ୧୦୦ରୁ ଅଧିକ ରହିବାର ଆକଳନ କରିଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ପୁରୀ, ଖେ।।ର୍ଦ୍ଧା, କେନ୍ଦ୍ରପଡା ଓ ଜିଲ୍ଲାକୁ ଆଲର୍ଟ କରାଯାଇଛି ।

Related posts

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୭୫ କରୋନା ପଜିଟିଭ ଚିହ୍ନଟ

mahabharatanews

ମହାରାଜା ହଲ୍ ବନ୍ଦ କଲା ଫିଲ୍ମ ‘ଡେଲିଭରୀ ବୟ’ ର ପ୍ରଦର୍ଶନ

mahabharatanews

ଆସନ୍ତାକାଲି ଓଡିଶା ଆସିବେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ

mahabharatanews