ଭାରତ

ବିଶ୍ୱ କିଡ୍‌ନି ଦିବସ

ଭୁବନେଶ୍ବର : ଆଜି ହେଉଛି ବିଶ୍ୱ କିଡ୍‌ନି ଦିବସ । ପ୍ରତ୍ୟକ ବର୍ଷ ମାର୍ଚ୍ଚ ୧୦ ତାରିଖକୁ ବିଶ୍ୱ କିଡ୍‌ନି ଦିବସ ରୂପେ ପାଳନ କରା ଯାଇଥାଏ । ଆଉ ଏହି ଦିବସରେ କିଡ୍‌ନି ଜନିତ ରୋଗ ପ୍ରତି ସାବଧାନ ରହିବାକୁ ସଚେତନ ଦିଆଯାଇଥାଏ ।

କିଡ୍‌ନ ଜନିତ ରୋଗର ଲକ୍ଷଣ :–

ଯଦି ରାତିରେ ବାରମ୍ବାର ପରିସ୍ରା ହେଉଛି, ଗୋଡ ବିନ୍ଧା ହେଉଛି, ଭୋକ ନ ଲାଗିବା, ରକ୍ତହୀନତା, ଅଧିକ ରକ୍ତ ଚାପ, ଓଜନ କମିଯିବା, ଗୋଡ ଫୁଲି ଯିବା ପରି ଲକ୍ଷଣ ଦେଖା ଦେଉଥିଲେ ତୁରନ୍ତ କିଡ୍‌ନି ଜନିତ ପରୀକ୍ଷା କରାଇ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ରକ୍ତଚାପ, ମଧୁମେହ ଏବଂ ହାଏପରଟେନସନ ସମସ୍ୟା ଥିବା ରୋଗୀ ଏଥିପ୍ରତି ବିଶେଷ ସତର୍କ ରହିବା ଉଚିତ ।

Related posts

ଚନ୍ଦ୍ରଯାନ-୩; କାଉଣ୍ଟ ଡାଉନ ଆରମ୍ଭ 

mahabharatanews

 ବାୟୁସେନାରେ ପ୍ରଥମ C-295 ଟେକ୍ନିକାଲ ମିଲିଟ୍ରି ଏୟାରଲିଫ୍ଟ

mahabharatanews

ଆଉ ଅଳ୍ପ ସମୟ ମାତ୍ର, ହେଲିକପ୍ଟର୍‌ ପ୍ରସ୍ତୁତ

mahabharatanews