ଓଡିଶା

ଜୋରସୋରରେ ଚାଲିଛି ବ୍ଲକ ଚେୟାରମ୍ୟାନ ନିର୍ବାଚନ

(ଭୁବନେଶ୍ୱର) : ଆଜି ରାଜ୍ୟର ୩୧୪ ବ୍ଲକ ଚେୟାରମ୍ୟାନ ପଦବୀ ପାଇଁ ଚାଲିଛି ନିର୍ବାଚନ। ନୂତନ ଭାବେ ନିର୍ବାଚିତ ହୋଇଥିବା ସମିତି ସଦସ୍ୟମାନେ ନିଜ ପଞ୍ଚାୟତର ଅଧ୍ୟକ୍ଷଙ୍କୁ ବାଛିବେ। ଏନେଇ ପୂର୍ବରୁ ଘୋଷଣା ହୋଇଥିଲା ।

ସୂଚନାନୁଯାୟୀ , ପୂର୍ବାହ୍ନ ସାଢ଼େ ୧୦ଟାରୁ ସାଢ଼େ ୧୧ଟା ଯାଏଁ ପ୍ରାର୍ଥୀ ପତ୍ର ଦାଖଲ ହେବ। ଏହାର ଘଣ୍ଟାଏ ମଧ୍ୟରେ ପ୍ରାର୍ଥୀ ପତ୍ର ଯାଏ ଓ ଅପରାହ୍ନ ୧ଟା ଭିତରେ ପ୍ରାଥୀ ପତ୍ର ପ୍ରତ୍ୟାହାର ହୋଇ ନିର୍ବାଚନ ହେବ। ରାଜ୍ୟର ୬ ହଜାରରୁ ଅଧିକ ପଞ୍ଚାୟତ ସମିତିର ଅଧ୍ୟକ୍ଷ ନିର୍ବାଚନ ହେବ । ଏହାପରେ ୨୩ ତାରିଖରେ ଉପାଧ୍ୟକ୍ଷ ନିର୍ବାଚନ ହେବ।

 

Related posts

ବୁଲା ବିକାଳୀଙ୍କୁ ରେଲୱେ କର୍ମଚାରୀଙ୍କ ମାଡ, ଭିଡିଓ ଭାଇରାଲ

mahabharatanews

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ

mahabharatanews

ଖୋର୍ଦ୍ଧାରେ ବାଇକ୍ ଚୋର ଗ୍ୟାଙ୍ଗ୍‌ ଉପରେ ପୋଲିସର ବଡ଼ ଆକ୍ସନ

mahabharatanews