Uncategorized

ଦେଶରେ ୨୪ ଘଣ୍ଟାରେ ୧,୬୮୫ କୋଭିଡ୍ ଆକ୍ରାନ୍ତ ଚିହ୍ନଟ; ୮୩ ଜଣ ମୃତ

ନୂଆଦିଲ୍ଲୀ : ପ୍ରାୟ ଦୁଇ ବର୍ଷ ହୋଇଗଲା କରୋନା ମହାମାରୀ ତାର ଉଗ୍ର ରୂପ ଦେଖାଇ ଆସୁଥିଲା । ଏତେ ମାତ୍ରାରେ ବିସ୍ଥାରିତ ହେବାରେ ଲାଗିଲା କି ପୁରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କର ପ୍ରାଣ ଚାଲିଗଲା । ଏହି ମାହାମାରୀର ପ୍ରଭାବ ଭାରତରେ ମଧ୍ୟ ଖୁବ୍ ପ୍ରଭାବିତ କରିଥିଲା । କିନ୍ତୁ ବର୍ତ୍ତମାନ ଏହାର ଅବସାନ ହୋଇଛି । କିଛି ମାସ ହେଲା ସଂକ୍ରମଣ ହାର କମିବାରେ ଲାଗିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ରିପୋର୍ଟ ଅନୁସାରେ , ଆଜି ସକାଳ ୮ଟା ସୁଦ୍ଧା ଦେଶରେ ୨୪ ଘଣ୍ଟା ମଧ୍ୟରେ । ୧,୬୮୫ ଜଣ ନୂତନ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଏଥି ସହ ୮୩ ଜଣ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୧୬,୩୭୨ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ହୋଇଥିବା ୮୩ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୫,୧୬,୭୫୫ରେ ପହଞ୍ଚିଛି।

Related posts

ଆମେରିକାକୁ ମିଥ୍ୟା ପ୍ରମାଣ କରିବାକୁ ଚୀନ ଦେଲା ତଥ୍ୟ

mahabharatanews

ଶୋପିଆନ ଏନକାଉଣ୍ଟର: ଯବାନଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ

mahabharatanews

ମହାରାଷ୍ଟ୍ର ଏବଂ ଦିଲ୍ଲୀ ପରେ ମେରଠକୁ ବ୍ୟାପୀଲା ବ୍ଲାକ ଫଙ୍ଗସ

mahabharatanews