ବ୍ୟୁରୋ: ପ୍ରେମ ଦୁଇ ହୃଦୟର ମିଳନ । ଯେଉଁଥିରେ ନାଁ ଥାଏ ଜାତି ନାଁ ଥାଏ କିଛି ଧନି ଗରିବ । ଯେଉଁଠି ଦୁଇ ମନ ମିଶିଯାଏ ସେଠି ଏକ ସୁନ୍ଦର ସମ୍ପର୍କ ଗଡି ଉଠିଥାଏ । ଗୋଟିଏ ପୁଅ ଓ ଝିଅ ଦୁହେଁ ଦୁହିଁକୁ ପସନ୍ଦ କରି ତା ସହିତ ବାଟ ଚାଲିବା ପାଇଁ ଏହି ପବିତ୍ର ସର୍ମ୍ପକକୁ ଆପଣେଇଥାନ୍ତି । କିନ୍ତୁ ଆଜିକା ଦିନରେ ଏ ଯୁବ ପିଢିମାନେ ପ୍ରେମକୁ ଖେଳନା ଭାବି ସାରିଳେଣି । ଏହି ପବିତ୍ର ସମ୍ପର୍କକୁ ଅପବିତ୍ର କରି କିଏ କାହାକୁ ଧୋକା ଦେଲାଣି ତ କିଏ କହାକୁ ଦୁର୍ଷ୍କମ ଓ ଆତ୍ମହତ୍ୟା କରୁଥିବା ଦେଖିବାକୁ ମିଳୁଛି । ବାହାନା କରି ବାରମ୍ବାର ଦୁର୍ଷ୍କମ କରୁଥିଲା ପ୍ରେମିକ । ଆଉ ଏଥିରେ ଅତିଷ୍ଠ ହୋଇ ପଡିଥିଲା ପ୍ରେମିକା । ଓଢଣିରେ ସିଧା ଟାଙ୍ଗି ଛୁଲେଇଦେଲା ପ୍ରେମିକକୁ । ଥରେ ନୁହେଁ ଦି ଥର ନୁହେଁ ବାରମ୍ବାର ପ୍ରେମିକାକୁ ଜନ ଶୋଷଣ କରୁଥିଲା ପେମିକ ।
ଖାଲି ପ୍ରେମିକ ନୁହେଁ ପ୍ରେମିକର ସାଙ୍ଗ ମାନେ ବି ଦୁଷ୍କର୍ମ କରୁଥିଲେ । ନାବାଳିକାର କୋମଳମତି ଶରୀର କେତେ ଅବା ସହିଥାନ୍ତା । ସେଥିପାଇଁ ସେ ନେଇଗଲା ପ୍ରେମିକର ଜୀବନ । ଏ ଘଟଣା ଘଟିଛି ରାଜସ୍ଥାନ ଖାନ ପୁର ଗାଁର ପୂର୍ବ ସରପଂଚଙ୍କ ପୁଅ ବିକ୍ରମ ଯାଦବଙ୍କ ହତ୍ୟା ହୋଇଛି । ଶବକୁ ପୋଲିସ ଗାଁ ନିକଟରୁ ଉଦ୍ଧାର କରିଛି । ତେବେ ଘଟଣାରେ ପୋଲିସକୁ ଠୋସ ଖବର ମିଳିନାହିଁ । ଅନେକ ଛାନ୍ ଭିନ ପରେ ମିଳିଥିଲା ସୁରାଗ । ଏ ଘଟଣାରେ ନାବାଳିକା ପ୍ରେମିକାକୁ ପଚରାଉଚରା କରିବା ପରେ ସେ ତାଙ୍କ ପ୍ରେମ ସମ୍ପର୍କ ବିଷୟରେ ଜଣାଇଥିଲା ।
ସେ ଯାହା ବୟାନ ଦେଲେ, ପୋଲିସ ଶୁଣି ଆବାକ୍ ହୋଇଯାଇଥିଲା । ସେ କହିଛନ୍ତି ତାଙ୍କ ପ୍ରେମିକ ତାଙ୍କ ସହ ଜୋରଜବରଦସ୍ତି ସେକ୍ସ କରୁଥିବା ବେଳେ ଅନ୍ୟ ଦୁଇ ସାଙ୍ଗ ଦେଖିଦେଇ କିଛି ଫଟୋ ଉଠାଇଥିଲେ, ଆଉ ଝିଅକୁ ବ୍ଲାକ୍ ମେଲ କରି ତାଙ୍କ ସହ ଦୁର୍ଷ୍କମ କରିଥିଲେ । ଏହାକୁ ତାଙ୍କ ପ୍ରେମିକକୁ କହିଥିଲେ କିନ୍ତୁ ପ୍ରେମିକ ଏ କଥାର ଫାଇଦା ଉଠାଇ ନାବାଳିକା ସହ ତିନି ମିଶି ଯୈ÷ାନ ଶୋଷଣ କଲେ । ଏ ଘଟଣାରେ ପରିବାରକୁ ଜଣାଇବାକୁ ନାବାଳିକାର ସାହାସ ହୋଇନଥିଲା । କିଛି ଉପାୟ ନପାଇ ନାବାଳିକା ଜଣଙ୍କ ପ୍ରମିକଙ୍କୁ ଓଢିଣୀରେ ଟାଙ୍ଗି ହତ୍ୟା କରିଥିଲା । ତେବେ ଘଟଣାର ସମ୍ପର୍କରେ ପୋଲିସ ଜାଣିବା ପରେ ଦୁର୍ଷ୍କମ ମାମଲା ରୁଜୁ କରି ନବାଳିକାକୁ ଅଟକ ରଖିଛ ପୋଲିସ ।
