ଓଡିଶାଶିକ୍ଷା

ଓଜେଏସ ରେଜେଲ୍ଟ ପ୍ରକାଶ

ଭୁବନେଶ୍ବର : ଆଜି ପ୍ରକାଶ ପାଇଲା ଓଜେଏସ ରେଜେଲ୍ଟ । ଏହି ପରିକ୍ଷାରେ ପୁଅମାନଙ୍କ ଅପେକ୍ଷା ଅଧିକ ଝିଅମାନେ ସଫଳତା ହାସଲ କରିଛନ୍ତି । ପ୍ରଥମ ୩ଟି ସ୍ଥାନରେ ଝିଅମାନେ ହିଁ ରହିଛନ୍ତି। ଓଡ଼ିଶା ଲୋକ ସେବା ଆୟୋଗ ଓପିଏସସି  ପକ୍ଷରୁ ଏହି ସୂଚନା ଦିଆଯାଇଛି । ଓପିଏସସି ପକ୍ଷରୁ କୁହାଯାଇଛି ଯେ, ଓଜେଏଏସ୍ ପରୀକ୍ଷା-୨୦୨୧ରେ ୫୦ ଜଣ ପରୀକ୍ଷାର୍ଥୀ କୃତକାର୍ୟ୍ୟ ହୋଇଛନ୍ତି । ଏଥିରେ ଆଦ୍ୟାଶା ମିଶ୍ର ଟପ୍ପର ହୋଇଛନ୍ତି । ସେହିପରି ଚେତନା ପଟ୍ଟନାୟକ ଦ୍ବିତୀୟ ସ୍ଥାନ ପାଇଥିଲା ବେଳେ ତୃତୀୟ ସ୍ଥାନରେ ଏ ଗୀତାଞ୍ଜଳି ନାଇଡୁ ।

Related posts

ଜିଲ୍ଲା ଅବକାରୀ ଚଢାଉ, ୭ଜଣ ଗିରଫ

mahabharatanews

ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ

mahabharatanews

ବିଜେଡିରେ ସାମିଲ ହେଲେ ଭି.କେ ପାଣ୍ଡିଆନ

mahabharatanews