ଓଡିଶା

ଭିଜିଲାନ୍ସ ଜାଲରେ ଭବାନୀପଟଣା ପୌର ସହକାରୀ ନିର୍ବାହୀ ଯନ୍ତ୍ରୀ

ଭବାନୀପାଟଣା : ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ | ଭବାନୀପାଟଣା ପୌର ସହକାରୀ ନିର୍ବାହୀ ଯନ୍ତ୍ରୀ ସମୀର ଠାକୁରଙ୍କଘରେ ଭିଜିଲାନ୍ସ ଚଢଉ | ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ଟି ଜାଗାରେ ଚାଲିଛି ରେଡ୍ | ଭବାନୀପାଟଣା ମୁନିସିପାଲିଟି ଅଫିସ, ମହାବୀରପଡ଼ା ସ୍ଥିତ ଘର, ବଜାରପଡ଼ା ବେଙ୍ଗାଲୁରୁ ବେକେରି ପାଖସ୍ଥିତ ତାଙ୍କ ଭଡ଼ାଘର ଓ ତାଙ୍କ ସମ୍ପର୍କୀୟ ଶଳା ଘରେ ଚାଲିଛି ରେଡ୍‌ । ଏହି ରେଡ଼ରେ କୋରାପୁଟ ଭିଜିଲାନ୍ସ ଡିଭିଜନର ୪ଟି ଟିମ୍ ଭବାନୀପାଟଣା ଭିଜିଲାନ୍ସ ଟିମ୍ ମଧ୍ୟ ସାମିଲ ଅଛନ୍ତି ।

Related posts

୮ ବର୍ଷର ବାଳକକୁ ଟାଣିନେଲା କୁମ୍ଭୀର

mahabharatanews

ଶୀତ ଅଧିବେଶନ ଡିସେମ୍ବର ୩୧ରେ ବସିବା ସମ୍ଭାବନା

mahabharatanews

ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଜଳିଗଲା ଆଲମିରା କାରଖାନା

mahabharatanews