ଓଡିଶାରାଜନୀତି

ବିଜେଡିର ମହିଳା ସମାବେଶ

(ଓମ୍ ପ୍ରକାଶ ମିଶ୍ର / ସୋନପୁର) ; ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରଠାରେ ତୃଣ ମୂଳ ସ୍ତରରେ ମହିଳା ସଶକ୍ତିକରଶ କରିବା ପାଇଁ ଆଜି ବିଜେଡି ତରଫରୁ ମହିଳା ସମାବେଶ ଅନୁଷ୍ଠିତ ହୋଇଛିି ।ଏହି କାର୍ୟ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗ ଦେଇଥିଲେ । ଏବଂ ସୁବର୍ଣ୍ଣପୁର ଜିଲ୍ଲା ମହିଳା ପର୍ୟ୍ୟବେକ୍ଷକ ପ୍ରଭାସିନୀ ନନ୍ଦ କାର୍ଯ୍ୟକ୍ରମରେ ଯୋଗଦେବେ । ଏ ନେଇ ସୁବର୍ଣ୍ଣପୁର ଜିଲ୍ଲା ବିଜେଡି ଛାତ୍ର ସଭାପତି ଶାଶ୍ୱତ ମିଶ୍ର (ସିତୁନ) ଓ ଯୁବ ବିଜେଡି ଦଳ ସଭ୍ୟ ସିତାରାମ ମହାପାତ୍ର (ସିତୁ)ବିଜୁ ଜନତା ଦଳ ପକ୍ଷରୁ ସୂଚନା ଦେଇଛନ୍ତି।

 

Related posts

କୋଭିଡ-୧୯ ଗାଇଡଲାଇନ: ୨୪ ଘଣ୍ଟାରେ ୨୧୩ ମାମଲା ରୁଜୁ

mahabharatanews

୧୦ ଡିଗ୍ରୀ ତଳେ ୧୪ଟି ସହର

mahabharatanews

୩୦ ତାରିଖରେ ହେବ ବିଦିପନୀ, ୬୦ ହଜାର ରୁ ଉର୍ଦ୍ଧ ଭକ୍ତ ଯୋଗଦେବେ…

mahabharatanews