ଓଡିଶାବିଶେଷ

ହାତୀ ଆତଙ୍କର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ନବରଙ୍ଗପୁର/ ଲଳିତ ସୁନାନୀ : ନବରଙ୍ଗପୁର ଜିଲ୍ଲା ସୀମାନ୍ତ ବର୍ତ୍ତୀ ରାଇଘର ବନାଞ୍ଚଳର ବନ ଉପଖଣ୍ଡ କୁନ୍ଦେଇ ଠାରେ ହାତୀ ଉପଦ୍ରବ ଆତଙ୍କର ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହୋଇଥିଲା ଏହି କାର୍ୟକ୍ରମ ରେ ନବରଙ୍ଗପୁର ସହକାରୀ ବନ ସଂରକ୍ଷକ ଧନୁର୍ଜୟ ମହାପାତ୍ର, ଉମେରକୋଟ ବିଦ୍ୟୁତ ବିଭାଗୀୟ ଉପନିର୍ବାହୀ ଯନ୍ତ୍ରୀ ସୁଶାନ୍ତ ସେନାପତି, ରାଇଘର ବନଖଣ୍ଡ ଅଧିକାରୀ ତନୁଜା କାର୍ତିକ, କୁନ୍ଦେଇ ବନପାଳ ପ୍ରଫୁଲ ମାଝୀ, ରାଇଘର ବନପାଳ ରାମଚନ୍ଦ୍ର ଜାନି,କୁନ୍ଦେଇ ଏ.ଏସ. ଆଇ ଏନ ଦେବେନ୍ଦ୍ର ରାଓ, ରାଇଘର ଏକ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଯତୀନ୍ଦ୍ର ଗଣ୍ଡ,ହାଟଭରଣ୍ଡି ସରପଞ୍ଚ କୁନ୍ତି ଗଣ୍ଡ, କୁନ୍ଦେଇ ସରପଞ୍ଚ ସୁନିତା ଗଣ୍ଡ,ସାଂସଦ ପ୍ରତିନିଧି ଶୁକଦେବ ଗଣ୍ଡ ଏବଂ କୁନ୍ଦେଇ, ହାଟଭରଣ୍ଡି, ଖିଲୋଲି, ଭୁରାକାମହଲି, ସେମରଡିହି, ସିଉନାପାଲି, ମାରିଙ୍ଗା, କାନାଡିହି, ଦରିପାରା, ସମ୍ବଲପୁର, କାଣ୍ଡେତରା, ଖୁଡୁକୁ ଛପାରପାଣି, ଲାଲଭଟରଲି, ରାଜପୁର ପଘାରପାଣି,ଏହି ସମସ୍ତ ଗ୍ରାମର ବହୁତ ସଂଖ୍ୟାକ ଲୋକ ଉକ୍ତ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ ।

 

 

Related posts

ହସ୍ତଶିଳ୍ପ କାରିଗରଙ୍କୁ ରାସନ ସାମଗ୍ରୀ ପ୍ରଦାନ

mahabharatanews

ବର୍ଷା ଆସିଲେ ମନେପଡୁଛି ଡ୍ରେନ୍ ସଫେଇ

mahabharatanews

ନିୟମଗିରିରେ ଟୀକାକରଣ ଆରମ୍ଭ 

mahabharatanews