ଓଡିଶାପାଳିତ ହୋଇଯାଇଛି ସଡକ ସୁରକ୍ଷା ଜନିତ ଶୂନ ମୃତାହତ ପକ୍ଷmahabharatanewsNovember 29, 2025 by mahabharatanewsNovember 29, 2025041 ସଡ଼କ ସୁରକ୍ଷା ଜନିତ ଶୂନ ମୃତାହତ ପକ୍ଷ ନବରଙ୍ଗପୁର ଠାରେ ପାଳିତ ହୋଇଯାଇଛି। ପ୍ରତିଟି ଜୀବନ ମୂଲ୍ୟବାନ ଆମେ ସଭିଏଁ ହେବା ଯତ୍ନବାନ ଏପରି ବିଭିନ୍ନ ନାରା ଦେଇ ଆଜି ନବରଙ୍ଗପୁର ଜିଲ୍ଲାପାଳ କାର୍ୟ୍ୟାଳୟରୁ...
ଓଡିଶାନବରଙ୍ଗପୁରରେ ଜଣେ ନକ୍ସଲ ଏନ୍କାଉଣ୍ଟରmahabharatanewsMay 9, 2024 by mahabharatanewsMay 9, 20240128 (ନବରଙ୍ଗପୁର) : ନବରଙ୍ଗପୁର ପୋଲିସ ଏବଂ ଓଡ଼ିଶା ଏସଓଜି ଯବାନଙ୍କୁ ବଡ଼ ସଫଳତା । ରାଇଘର ବ୍ଲକ ସୀମାନ୍ତଠାରୁ ମାତ୍ର ୨୫ କିଲୋମିଟର ଦୂରରେ ରହିଥିବା ଛତିଶଗଡ଼ର ଗରେବା ଜଙ୍ଗଲରେ ମିଳିତ ବାହିନୀ ନକ୍ସଲମାନଙ୍କ...
Uncategorizedନବରଙ୍ଗପୁରକୁ ଗଲେ ମୁଖ୍ୟମନ୍ତ୍ରୀଙ୍କ ବାୟୁ ସ୍ବାସ୍ଥ୍ୟସେବା ଯୋଜନା ଅଧିନରେ ଡାକ୍ତରଙ୍କ ଟିମ୍mahabharatanewsFebruary 11, 2023 by mahabharatanewsFebruary 11, 20230157 ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବାୟୁ ସ୍ବାସ୍ଥ୍ୟସେବା ଯୋଜନା ଅଧୀନରେ ଡାକ୍ତରଙ୍କ ଏକ ଟିମ୍ ନବରଙ୍ଗପୁର ଅଭିମୁଖେ ଯାତ୍ରା କରିଛନ୍ତି । ଭଲ ଚିକିତ୍ସା, ଯତ୍ନ ଆବଶ୍ୟକତା ଥିବା ରୋଗୀମାନଙ୍କୁ ସେମାନେ ଚିକିତ୍ସା କରିବେ। ଏହି ଗସ୍ତ...
ଓଡିଶାବିଶେଷହାତୀ ଆତଙ୍କର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତmahabharatanewsDecember 30, 2022December 30, 2022 by mahabharatanewsDecember 30, 2022December 30, 20220210 ନବରଙ୍ଗପୁର/ ଲଳିତ ସୁନାନୀ : ନବରଙ୍ଗପୁର ଜିଲ୍ଲା ସୀମାନ୍ତ ବର୍ତ୍ତୀ ରାଇଘର ବନାଞ୍ଚଳର ବନ ଉପଖଣ୍ଡ କୁନ୍ଦେଇ ଠାରେ ହାତୀ ଉପଦ୍ରବ ଆତଙ୍କର ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହୋଇଥିଲା ଏହି କାର୍ୟକ୍ରମ...
ଓଡିଶାଶିକ୍ଷାଲୋକ ମହୋତ୍ସବ ମଣ୍ଡେଇ କବିତା ପାଠ ଅନୁଷ୍ଠିତmahabharatanewsDecember 10, 2022 by mahabharatanewsDecember 10, 20220210 ନବରଙ୍ଗପୁର : ଉମରକୋଟ ଗୋଷ୍ଠୀ ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ନବରଙ୍ଗପୁର ଜିଲ୍ଲା ଲୋକ ମହୋତ୍ସବ ମଣ୍ଡେଇ କବିତା ପାଠ ଅନୁଷ୍ଠିତ ହୋଇ ଯାଇଛି । କବିତା ପାଠ ଉତ୍ସବରେ ଓଡ଼ିଶା ସାହିତ୍ୟ...
ଓଡିଶାବିଶାକ୍ତ ଛତୁ ଖାଇ ୭ ଗୁରୁତରmahabharatanewsDecember 1, 2022 by mahabharatanewsDecember 1, 20220181 ନବରଙ୍ଗପୁର : ବର୍ଷେ ତଳର ଶୁଖିଲା ଛତୁକୁ ରାନ୍ଧି ଖାଇ ପରିବାରର ସାତ ଜଣ ଗୁରୁତର ହୋଇ ଉମରକୋଟ ମେଡ଼ିକାଲରେ ବର୍ତ୍ତମାନ ଚିକତ୍ସାଧୀନ ଅଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି...
ଓଡିଶାଦୁର୍ଘଟଣାବସ ଓ ଟ୍ରକ ଧକ୍କା: ୩ ଚାଳକ ଗୁରୁତରmahabharatanewsAugust 19, 2022 by mahabharatanewsAugust 19, 20220184 ବୌଦ୍ଧ/ ନବରଙ୍ଗପୁର: ଦୁଇଟି ସ୍ଥାନରେ ସଡକ ଦୁର୍ଘଟଣା, ୩ ଚାଳକ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଓ ନବରଙ୍ଗପୁରରେ । ସୂଚନାନୁସାରେ, ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ବଲାଙ୍ଗୀର-ଖୋର୍ଦ୍ଧା ୫୭...
ଅପରାଧଓଡିଶାଚିକିତ୍ସା ବାହାନାରେ ଶିଶୁର ଦେହ ସାରା ୨୫ ଚେଙ୍କ ଦେଲେ ଦିଶାରୀmahabharatanewsJuly 30, 2022July 30, 2022 by mahabharatanewsJuly 30, 2022July 30, 20220230 ନବରଙ୍ଗପୁର : ଏ ଦୁନିଆରେ ଏବେବି ଅଧା ବିଶ୍ୱାସ ରହିଛି । କେଉଁଠି ସାପ କାମୁଡ଼ିଲେ ମେଡିକାଲ ନେବା ବଦଳରେ ଗୁଣି ପାଖକୁ ନେଇ ଝାଡା ଫୁଙ୍କା କରୁଛନ୍ତି ତ ଆଉ କେଉଁଠି କିଛି...
ଓଡିଶାଜନଗହଳି ଦେଖି ଜଙ୍ଗଳ ମୁହାଁ ହେଲେ ଆଶ୍ରୟ ନେଇଥିବା ୨ ଭାଲୁ!mahabharatanewsJuly 12, 2022 by mahabharatanewsJuly 12, 20220190 ନନ୍ଦାହାଣ୍ଡି: ଶୌଚାଳୟ ଭିତରେ ଆଶ୍ରୟ ନେଲେ ୨ ଭାଲୁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦହାଣ୍ଡି ଦହଣା ପଂଚାୟତ ଅନ୍ତର୍ଗତ ମେରନାଶ ଗ୍ରାମରେ । ଏହି ଗ୍ରାମର ପ୍ରାଥମିକ ବିଦ୍ୟାଳୟ...
ଓଡିଶାରାଜନୀତିସଞ୍ଜୟ ଓ ପ୍ରଣବଙ୍କ ନାମରେ ଏତଲା କରିବାକୁ କୋର୍ଟଙ୍କ ନିର୍ଦ୍ଦେଶmahabharatanewsMay 24, 2022 by mahabharatanewsMay 24, 20220206 ନବରଙ୍ଗପୁର (ଟୁକୁନା ଖୁରା): ଗତ ୨୦୨୧ ଫେବୃଆରୀ ୧ତାରିଖରେ ନବରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ପରିସରରେ କୃଷକ ସୂଚନା କେନ୍ଦ୍ର ଉଦ୍ଘାଟନୀ କାର୍ଯ୍ୟକ୍ରମରେ କୃଷକ, ବିଜେପି ଓ କଂଗ୍ରେସ ନେତାଙ୍କୁ ଦୁଇ ବିଜେଡି ନେତାଙ୍କ...