Uncategorized

ଆଜି ସୁନ୍ଦରଗଡ ଗସ୍ତ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ

ଭୁବନେଶ୍ୱର : ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଆଜି ସୁନ୍ଦରଗଡ ଜିଲ୍ଲା ଗସ୍ତ କରିଛନ୍ତି । ଏହି ଗସ୍ତ ଅବସରରେ ମନ୍ତ୍ରୀ ଶ୍ରୀ ଦାଶ ରାଉରକେଲାସ୍ଥିତ ଉଦିତନଗର ହାଇସ୍କୁଲ ପରିଦର୍ଶନ କରିଥିଲେ । ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଆୟୋଜିତ ହେଉଥିବା ୨୦୨୩ ପୁରୁଷ ହକି ବିଶ୍ୱକପ୍ ଖେଳ ଦେଖିବା ପାଇଁ ଖେଳ ଦେଖବବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ସେ ଉତ୍ସାହିତ କରିଥିଲେ । ଏବଂ ୫୦୦ ବିଶ୍ୱକପ୍ ହକି ଖେଳର ଟିକେଟ ପିଲା ମାନଙ୍କୁ ପ୍ରଦାନ କରିଥିଲେ । ଏହି ସମୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀମାନେ ବେଶ ଆନନ୍ଦର ସହ ପୁରୁଷ ବିଶ୍ୱକପ ହକି ଖେଳ ଉପଭୋଗ କରିଛନ୍ତି ।

Related posts

ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନଫେରେନ୍ସ: ମୋଦି କହିଲେ ୨୪ ଘଣ୍ଟା ଉପଲବ୍ଧ ରହିଛି

mahabharatanews

ଆମେରିକା- ତାଲିବାନ ଚୁକ୍ତି ବିଫଳ

mahabharatanews

ସ୍ମୃତି ଶକ୍ତି ବୃଦ୍ଧି କରେ ମାଛ

mahabharatanews