ଓଡିଶା

ଚଣ୍ଡିଖୋଲ ନିକଟସ୍ଥ ଗାନ୍ଧୀ ଛକ ରେ ସଡ଼କ ଦୁର୍ଘଟଣା , ଦୁଇ ଗୁରୁତର

ଯାଜପୁର/ ବେଦପ୍ରକାଶ ନାୟକ : ୫୩ ନମ୍ୱର୍ ଜାତୀୟ ରାଜପଥ ଚଣ୍ଡିଖୋଲ ଗାନ୍ଧିଛକ ନିକଟରେ ମର୍ମଦୁନ୍ତ ସଡ଼କ ଦୁ୍ଘଟଣା । ବାଇକ୍ କୁ ବାଇକ୍ ମୁଁହ ଧକ୍କା ଦେବା ଫଳରେ ଦୁଇ ଜଣ ବାଇକ ଚାଳକ ଗୁରୁତର ଆହତ ହୋଇ ପଡିଥିବା ବେଳେ, ସ୍ଥାନୀୟ ଲୋକେ ଚଣ୍ଡିଖୋଲ ଫାଣ୍ଡିକୁ ଜଣାଇ ଥିଲେ । ସଙ୍ଗେ ସଙ୍ଗେ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ବଡ଼ଚଣା ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ ଆହତ ଜଣ ମାନେ ଧର୍ମଶାଳା ବ୍ଲକ୍ ପିମ୍ପଳ ଢିଅ ଗ୍ରାମର ହୋଇ ଥିବା ବେଳେ ଅନ୍ୟ ଜଣେ କୁସପୁର ଅଞ୍ଚଳର ବୋଲି ଜଣା ପଢ଼ିଛି।

Related posts

ସଡକ ସୁରକ୍ଷା ସଂପର୍କିତ ରକ୍ଷକ ତାଲିମ କାର୍ୟ୍ୟକ୍ରମ

mahabharatanews

୫ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ

mahabharatanews

ସାରା ବିଶ୍ଵରେ ଘଟୁଥିବା ଅକାଳ ମୃତ୍ୟୁର ମୁଖ୍ୟ କାରଣ ପାଲଟିଛି ହୃଦ୍‌ରୋଗ

mahabharatanews