ଓଡିଶା

ଟୋକିଓରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନିପ୍ପନ ଷ୍ଟିଲ୍ ମୁଖ୍ୟ

ଭୁବନେଶ୍ୱର: ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ତେବେ ଟୋକିଓରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଏଇଜି ହାସିମୋତୋ । ସେ ହେଉଛନ୍ତି ନିପ୍ପନ ଷ୍ଟିଲ୍ ମୁଖ୍ୟ | ଟୋକିଓରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜି ନିବେଶ ସମ୍ପର୍କରେ ଆଲୋଚନା କରିଛନ୍ତି ନିପ୍ପନ ଷ୍ଟିଲ୍ ମୁଖ୍ୟ । ବୁଧବାର ଓଡ଼ିଶା ବିଜନେସ ମିଟକୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ ଭଳି ଦୁଇଟି ବୃହତ କମ୍ପାନୀ ଓଡ଼ିଶାରେ ପୁଞ୍ଜି ନିବେଶ କରିଛନ୍ତି । କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା କରିବ ୨୪ମିଲିଅନ ଟନ ଇସ୍ପାତ ପ୍ଲାଣ୍ଟ । ସେହିପରି ୧ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରୁଛି AMNS ।

Related posts

ପ୍ରବଳ ଜାଡ଼ ଅନୁଭୂତ 

mahabharatanews

ଦାଣ୍ଡ ଯାତ୍ରା ଉତ୍ସବ, ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଭିଡ଼ରେ ଦାଣ୍ଡ ପ୍ରକମ୍ପିତ

mahabharatanews

ବେଗୁନିଆପଡା ବ୍ଲକରେ ମଣ୍ଡିର ଶୁଭାରମ୍ଭ

mahabharatanews