ମନୋରଞ୍ଜନ

ଭାଇରଲ ଭେଜ୍ ବଟର ଚିକେନ୍

(ସୋସିଆଲ ମିଡ଼ିଆ) : ଆଜିକାଲି ଯୁବପିଢିଙ୍କୁ ସୋସିଆଲ ମିଡିଆ ଏକ ଟ୍ରେଣ୍ଡ ଭାବେ ଗ୍ରହଣ କରିସାରିଲେଣି । ତେବେ ଆଜିର ସ୍ମାର୍ଟ ଯୁଗରେ ଆମେ ପ୍ରତ୍ୟେକ ମୁହୁର୍ତ୍ତରେ କିଛି କିଛି ନା କିଛି ନୂଆ ପୋଷ୍ଟ ଦେଖୁଛେ । ଅନେକ ପୋଷ୍ଟ ଏଭଳି ଦେଖିବାକୁ ମିଳୁଛି ଯାହା ଆପଣଙ୍କୁ ଚକିତ କରିଦେବ । ତେବେ ଆଜି ଆମେ ଆପଣଙ୍କୁ ସେମିତି ଏକ ପୋଷ୍ଟ ବିଷୟରେ କହିବୁ । ଯାହା ଆପଣଙ୍କ ମନର ଦ୍ଵନ୍ଦକୁ ଦୂର କରିଦେବ ।

 

ପୋଷ୍ଟ ଅନୁଯାୟୀ , ଜଣେ ୟୁଜର ଏଭଳି ଏକ ଅଜବ ପୋଷ୍ଟ କରିଛନ୍ତି । ଯାହା ଅପାଙ୍କ ୨ ମିନଟ ଭାବିବାକୁ ବାଧ୍ୟ କରିଦେବ । ଏକ ଫୋଟୋରେ ଲେଖା ଅଛି ୧୦୦% ଭେଜ୍ ବଟର ଚିକେନ୍ । ଚିକେନ୍ ପୁଣି ଭେଜ୍ ହେଲା କେମିତି ?

ୟୁଜର ଅନ୍‌ଲାଇନ୍‌ରେ ଫୁଡ୍ ଡେଲିଭରୀ ପାଇଁ ଆପ୍ ଦ୍ୱାରା ସ୍କ୍ରଲ କରୁଥିଲେ । ଆଉ ଏହି ସମୟରେ ସେ ଦେଖିଲେ ୧୦୦% ଭେଜ୍ ବଟର ଚିକେନ୍ । ତାପରେ ସେ ତୁରନ୍ତ ଏହାର ସ୍କ୍ରିନ୍ ସଟ୍ ନେଲେ । ଆଉ ସୋସିଆଲ ମିଡିଆ ଟ୍ୱିଟରରେ ପୋଷ୍ଟ କଲେ । ଲୋକମାନେ ଏହାର ମଜା ନେଇଛନ୍ତି ।

 

 

Related posts

ବିରାଟ କହିଲେ ମତେ ଏବେ ମ୍ୟାମ୍ ଡାକ

mahabharatanews

 ‘କାହାରିକୁ ଷ୍ଟୋନ ସମସ୍ୟା ନହେଉ”: ଭାରତୀ ସିଂ

mahabharatanews

ଦ୍ବିତୀୟ ଦିନରେ ୭୫ କୋଟି ରୋଜଗାର କଲା ‘ଫାଇଟର୍‌’

mahabharatanews