ମନୋରଞ୍ଜନ

 ୨୦୦ କୋଟି କଲେକ୍ସନ କଲା ‘ପୋନିୟିନ୍ ସେଲଭାନ୍ ୨’

(ମୁମ୍ବାଇ) : ଫିଲ୍ମ ‘ପୋନିୟିନ୍ ସେଲଭାନ୍ ୨’କୁ ଦର୍ଶକଙ୍କୁ ବେଶ ମନ ମୋହୁଛି । ଯାହାର ନିର୍ଦ୍ଦେଶକ ହେଉଛନ୍ତି ମଣି ରତ୍ନାମଙ୍କ । ଏହି ଫିଲ୍ମ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ପ୍ରଶଂସା ସାଉଁଟିବାରେ ଲାଗିଛି ।

‘ପୋନିୟିନ୍ ସେଲଭାନ୍ ୨’କୁ ଏହାର ପ୍ରଥମ ଭାଗ ଅପେକ୍ଷା ଅଧିକ ପସନ୍ଦ କରାଯାଉଛି ଏବଂ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ବହୁ ଦର୍ଶକଙ୍କୁ ଆକର୍ଷିତ କରୁଛି । ‘ପୋନିୟିନ୍ ସେଲଭାନ୍ ୨’ ପଞ୍ଚମ ଦିନରେ ଅର୍ଥାତ୍ ମଙ୍ଗଳବାର ଦିନ ଭାରତୀୟ ବକ୍ସ ଅଫିସରେ ୧୧ କୋଟି ଟଙ୍କାର ବ୍ୟବସାୟ କରିଛି । ଏହା ସହିତ ଫିଲ୍ମର ମୋଟ ଆୟ ବର୍ତ୍ତମାନ ୧୧୪.୭୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏହି ଫିଲ୍ମ ଦେଶରେ ୧୦୦ କୋଟିରୁ ଅଧିକ ରୋଜଗାର କରିସାରିଥିବା ବେଳେ ଫିଲ୍ମର ୱାର୍ଲଡ ୱାଇଡ୍ କଲେକ୍ସନ ମଧ୍ୟ ୨୦୦ କୋଟି ଅତିକ୍ରମ କରିସାରିଲାଣି । 

Related posts

୧୧ରେ ମୁକ୍ତିଲାଭ କରିବ ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ଓଏମଜି-୨

mahabharatanews

ଫିଲ୍ମ ‘ଗଦର -୨’  : ହଲରେ ପ୍ରବଳ ଭିଡ଼

mahabharatanews

ଦୀପିକାଙ୍କ ସାଙ୍ଗରେ ରାମ୍ପରେ ଚାଲିଲେ ରଣବୀର ସିଂ; ଭିଡ଼ିଓ ହେଉଛି ଭାଇରଲ

mahabharatanews