ଭାରତ

ଯୌନ ନିର୍ଯାତନା ମାମଲା, ବ୍ରଜଭୂଷଣଙ୍କ ବୟାନ ରେକର୍ଡ

(ଦିଲ୍ଲୀ) : ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ କରି କୁସ୍ତିଯୋଦ୍ଧାମାନେ ଗତ ୨୦ ଦିନ ହେବ  ଭାରତୀୟ କୁସ୍ତି ମହାସଂଘର ମୁଖ୍ୟ ତଥା ବିଜେପି ସାଂସଦ ବ୍ରଜଭୂଷଣ ଶରଣ ସିଂହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।

ଅନ୍ୟପକ୍ଷରେ ଦିଲ୍ଲୀ ପୁଲିସ ଆଜି ଏହି ମାମଲାରେ ବ୍ରଜଭୂଷଣ ଶରଣ ସିଂହଙ୍କ ବୟାନ ରେକର୍ଡ କରିଛି। ଯେଉଁଥିରେ ବ୍ରଜ ଭୂଷଣ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ପୁଲିସ ଦୁଇ ଥର ତାଙ୍କ ବୟାନ ନେଇଛି । ଦିଲ୍ଲୀ ପୁଲିସ ଏପର୍ଯ୍ୟନ୍ତ ୩୦ରୁ ଅଧିକ ଲୋକଙ୍କ ବୟାନ ରେକର୍ଡ କରିଛି ।

Related posts

ହମିଦିୟା ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ: ୪ ଶିଶୁଙ୍କ ମୃତ୍ୟୁ

mahabharatanews

ଦିଲ୍ଲୀରେ ରାଜ୍ୟ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ 

mahabharatanews

ଜ୍ୟାକଲିନଙ୍କୁ କାହିଁକି ଗିରଫ କଲନି : ଇଡିକୁ ଅଦାଲତର ପ୍ରଶ୍ନ

mahabharatanews