ଓଡିଶା

ବନ୍ଦେ ଭାରତ ଏକ୍ସପ୍ରେସ୍ : ହାୱଡ଼ା ମୁହାଁ ପ୍ରଥମ ଟ୍ରେନ

(ପୁରୀ) :   ଗଡ଼ିଲା ବନ୍ଦେ ଭାରତ ଟ୍ରେନ୍ । ହାୱଡ଼ା ଅଭିମୁଖେ ଯାତ୍ରା ଆରମ୍ଭ କଲା ଟ୍ରେନ୍ । ଭିସି ଯୋଗେ ପତାକା ହଲାଇ ଯାତ୍ରା ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସୂଚନାନୁଯାୟୀ , ଆଜିଠୁ ଗଡ଼ିଲା ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍‌  । ଭର୍ଚୁଆଲ ମୋଡରେ ଏହି ସେମି ହାଇସ୍ପିଡ୍ ଟ୍ରେନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଟ୍ରେନ୍‌ଟି ପୁରୀ-ହାୱଡା ମଧ୍ୟରେ ସବୁଦିନ ଚଳାଚଳ କରିବ । କେବଳ ଗୁରୁବାର ବନ୍ଦ ରହିବ । ହାୱଡା ବନ୍ଦେ ଭାରତ ଏକ୍ସପ୍ରେସର ଦୁଇ ଦୁଇ ଥର ସଫଳ ଟ୍ରାଏଲ ରନ୍ ହୋଇସାରିଛି ।

Related posts

ଦନ୍ତାକୁ କାବୁ କରିବାରେ ବନବିଭାଗ ସଫଳ

mahabharatanews

ଶିଶୁ କଲ୍ୟାଣ ମନ୍ତ୍ରୀଙ୍କ ସାକ୍ଷୀଗୋପିନାଥ ଦର୍ଶନ

mahabharatanews

ବରଡ଼ିହି ଗ୍ରାମ ପଞ୍ଚାୟତରେ ରକ୍ତଦାନ ଶିବିର

mahabharatanews