ମନୋରଞ୍ଜନ

ଆଖି ବୁଜିଲେ ଆୟୁଷ୍ମାନ ଖୁରାନାଙ୍କ ବାପା,ଆଜି ଅନ୍ତିମସଂସ୍କାର

(ମୁମ୍ବାଇ) : ପରଲୋକରେ ଜଣାଶୁଣାବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ବାପା ଜ୍ୟୋତିଶାଚାର୍ଯ୍ୟ ତଥା ପି ଖୁରାନା । ଆଜି ସକାଳେ ଚଣ୍ଡିଗଡ଼ରେ ଦେହାନ୍ତ ହୋଇଛି। ଜ୍ୟୋତିଶାଚାର୍ଯ୍ୟ ପି ଖୁରାନା ଥିଲେ। ଦେହାନ୍ତ ପରେ ଆଜି ସନ୍ଧ୍ୟା ପ୍ରାୟ ୫.୩୦ରେ ତାଙ୍କର ଅନ୍ତିମସଂସ୍କାର କରାଯିବ। ଚଣ୍ଡିଗଡ଼ର ମଣିମାଜରା ଶ୍ମଶାନରେ ତାଙ୍କୁ ଅନ୍ତିମ ବିଦାୟ ଦେ‌ବେ ପରିବାର।

ସୂଚନାନୁଯାୟୀ , ଗତ ୨ଦିନ ଧରି ପି ଖୁରାନା ପଞ୍ଜାବର ମୋହାଲିରେ ଥିବା ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ  । ହୃଦ୍‌ରୋଗ ଯୋଗୁଁ ସେ ୨ଦିନ ହେଲାଣି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ହେଲେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।

Related posts

ଆସୁଛି ଶାହାରୁଖଙ୍କ ଚଳିତ ବର୍ଷର ତୃତୀୟ ଚଳଚ୍ଚିତ୍ର ‘ଡଙ୍କି’ 

mahabharatanews

ଫିଲ୍ମ ‘ଫାଇଟର୍’ର ଟିଜର ରିଲିଜ  

mahabharatanews

ନକଲି କିଙ୍ଗ୍ ଖାନଙ୍କୁ ଦେଖି  ହସି ହସି ବେଦମ ଭାଇଜାନ  

mahabharatanews