ଓଡିଶା

ମହଙ୍ଗା ହେଲା ପାହାଳ ମିଠା

(ପାହଳ) :  ଆଜିଠୁ ମହଙ୍ଗା ହେଲା ପାହାଳ ରସଗୋଲା ସମେତ ଅନ୍ୟାନ୍ୟ ମିଠା । ଏଣିକି ପାହଳରେ ଆଉ ମିଳିବନି ୫ ଟଙ୍କିଆ ମିଠା । ପାଞ୍ଚ ବଦଳରେ ଏଥର ଦେବା ପାଇଁ ପଡିବ ୬ ଟଙ୍କା ।

ସୂଚନାନୁଯାୟୀ , କ୍ଷୀର ଓ ଛେନା ଦର ବଢିବାରୁ ପାହାଳ ମିଠା ବ୍ୟବସାୟୀ ସଂଘ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ପ୍ରଥମେ ଛେନା ଦର ବୃଦ୍ଧିକୁ ପାହାଳ ମିଠା ଦୋକାନୀ ବିରୋଧ କରିଥିଲେ । ସେଥିପାଇଁ ଗତ ତିନି ଦିନ ଧରି ଦୋକାନ ବନ୍ଦ ରହିବା ପରେ ଆଜି ଦୋକାନ ଖୋଲାଯିବାର ନିଷ୍ପତ୍ତି ନିଆଯାଇଥିଲା ।

Related posts

ଶ୍ରେଣୀ କକ୍ଷରୁ ମିଳିଲା ନର୍ସିଂ ଛାତ୍ରୀଙ୍କ ମୃତଦେହ

mahabharatanews

ଓପିଟିସିଏଲ ଟେକ ଟାୱାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

mahabharatanews

ବୁଡିଲା ଏମ୍‌ଭି-୯୬ ପୋଲ, ପାଣି ଘେରରେ ଶହ ଶହ ଲୋକେ 

mahabharatanews